ଭିଜିଲାନ୍ସ ଜାଲରେ ଚକ୍ଷୁରୋଗ ବିଶେଷଜ୍ଞ: ଆଉଟଡୋରରେ ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସୋନପୁର: ଭିଜିଲାନ୍ସ ଜାଲରେ ଚକ୍ଷୁରୋଗ ବିଶେଷଜ୍ଞ। ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର

Read more