Telegram appକୁ କାହିଁକି ବନ୍ଦକଲେ ସରକାର

NEET-UG 2026 ପରୀକ୍ଷାରେ ପେପର ଲିକ୍ ଓ ଧୋଖାଧଡ଼ି ଅଭିଯୋଗ ପରେ ସରକାର କଠୋର ପଦକ୍ଷେପ ନେଇଛି। 21 ଜୁନରେ ପୁନଃ ପରୀକ୍ଷା ପୂର୍ବରୁ Telegram app କୁ 22 ଜୁନ ପର୍ଯ୍ୟନ୍ତ ଭାରତରେ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। କିଛି ଠକ ଗୋଷ୍ଠୀ Telegram ଦ୍ୱାରା ନକଲି ପ୍ରଶ୍ନପତ୍ର ବିକ୍ରି ଓ ଭ୍ରାମକ ସୂଚନା ପ୍ରଚାର କରୁଥିବା ଦେଖାଗଲା। Message edit feature ବ୍ୟବହାର କରି ପରେ ସୂଚନା ବଦଳାଇ ଲିକ୍ ଦାବି କରାଯାଉଥିଲା। IT Act ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଉଦ୍ଦେଶ୍ୟ ପରୀକ୍ଷାକୁ ସ୍ୱଚ୍ଛ, ନିଷ୍ପ। ଓ ସୁରକ୍ଷିତ କରିବା।

Spread the love

Leave a Reply

Your email address will not be published. Required fields are marked *