ଅସରପାକୁ ଆଚାର ଭାବି  ଖାଇଦେଲେ ବିରାଟ

ଭାରତୀୟ କ୍ରିକେଟର ବିରାଟ କୋହଲି  ଗୋଟିଏ ପରେ ଗୋଟିଏ ରେକର୍ଡ କରି ଦୁନିଆର  ନଂ-1 ଖେଳାଳି ଭାବେ ପରିଚିତ ।  କେବଳ ଖେଳରେ ନୁହେଁ ବରଂ ତାଙ୍କ ଫିଟନେସ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିରାଟ କୋହଲି ଖାଇବା ପିଇବା ସାଙ୍ଗକୁ ଜିମରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତି । ତେବେ ଏବେ  ବିରାଟଙ୍କୁ ନେଇ ଏକ ଖବର ଆସିଛି । ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପ୍ରକାଶ ଥାଉକି, ବିରାଟ କୋହଲି ଗୋଟିଏ ଅସରପାକୁ ଆଚାର ଭାବି ଖାଇବାକୁ ଲାଗିଥିଲେ । ଏକଥା ଆମେ କହୁନାହୁଁ ବରଂ ବିରାଟ ନିଜେ ଏକଥା କୁ ସ୍ୱିକାର କରିଛନ୍ତି । ବିରାଟ କହିଛନ୍ତି  ସେ ଏକ କାମରେ ମାଲେସିଆ ଯାଇଥିବା ବେଲେ ସେଠାରେ ଲଞ୍ଚରେ ଅସରପାକୁ ଆଚାରଭାବି  ଖାଇବ ଆରମ୍ଭ କରିଥିଲେ ।  କେହିଜଣେ କହିବାରୁ ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

Spread the love