ଚକ୍‌, ପଥର ଓ କାଠରେ ବିଶ୍ୱର ସବୁଠୁ ଛୋଟ ଶିବ ଲିଙ୍ଗ ତିଆରି କଲେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା

ଚକ୍‌, ପଥର ଓ କାଠରେ ଶିବଲିଙ୍ଗ। ବିଶ୍ୱର ସବୁଠୁ ଛୋଟ ଶିବ ଲିଙ୍ଗ ତିଆରି କରିଛନ୍ତି ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟଣ ମହାରଣା। କାଠରେ ୩ଟି, ଚକରେ ୪ଟି, ପଥର ଓ କାଠରେ ଶିବ ଲିଙ୍ଗ ତିଆରି କରିଛନ୍ତି। ଚକ ମୂର୍ତ୍ତିର ଉଚ୍ଚତା ୧.୨, ୨.୭, ୩ ସେଣ୍ଟିମିଟର ଓ ୧ ଇଞ୍ଚ ରହିଛି।କାଠ ମୂର୍ତ୍ତିର ଉଚ୍ଚତା ରହିଛି ୫ଏମ୍‌ଏମ୍‌, ୧.୩ ସେଣ୍ଟିମିଟର ଓ ୪.୨ ସେଣ୍ଟିମିଟର। ପଥର ମୂର୍ତ୍ତିର ଉଚ୍ଚତା ରହିଛି ୧.୪ ସେଣ୍ଟିମିଟର ଓ ପଥର ଶିବଲିଙ୍ଗର ଉଚ୍ଚତା ରହିଛି ୭ସେଣ୍ଟିମିଟର। କାଠ ଶିବଲିଙ୍ଗର ଉଚ୍ଚତା ରହିଛି ୩ଏମ୍‌ଏମ୍‌। ପୂର୍ବରୁ ୨୦୧୭ରେ ଛୋଟ ଶିବ ମୂର୍ତ୍ତି କରି ବିଶ୍ୱ ରେକର୍ଡ କରିଥିଲେ ସତ୍ୟନାରାୟଣ।

Spread the love