ଓଡ଼ିଶାର କୋଣାର୍କରେ ପ୍ରାକୃତିକ ଗ୍ୟାସର ସନ୍ଧାନ

ଓଡ଼ିଶାର କୋଣାର୍କ ଉପକୂଳଠାରୁ ପ୍ରାୟ ୪୩ କିଲୋମିଟର ଦୂରରୁ ମିଳିଛି ପ୍ରାକୃତିକ ଗ୍ୟାସର ସନ୍ଧାନ । ଏହା ରାଜ୍ୟବାସୀ ତଥା ରାଜ୍ୟର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।ଓଡ଼ିଶାର ଗର୍ବ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିବା ବେଳେ ୨୦୧୫ ମସିହାରେ ନିଜର ଦୂରଦୃଷ୍ଟି ବଳରେ ଓଡ଼ିଶାରେ ଓଏନଜିସିର କାର୍ଯ୍ୟାଳୟ ସ୍ଥାପନ କରିବା ସହ ମହାନଦୀ ଅବବାହିକାରେ ନ୍ୟାସନାଲ ସେସ୍ମିକ ପ୍ରୋଗ୍ରାମକୁ ଆରମ୍ଭ କରିଥିଲେ । ଆଜି ଏକ ଦଶନ୍ଧି ପରେ ଏହାର ସୁଫଳ ରାଜ୍ୟ ପାଇବାକୁ ଯାଉଛି । ଓଡ଼ିଶାର ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ଭାଇଙ୍କ ଦୂରଦୃଷ୍ଟି, ପ୍ରଚେଷ୍ଟା ଓ ସମର୍ପଣକୁ ରାଜ୍ୟ ସର୍ବଦା ମନେ ରଖିବ|
କୋଣାର୍କ, ନିମାପଡା ଗୋପ ଓ ପୁରୀ ଜିଲ୍ଲା ବାସିଙ୍କ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

Spread the love