କମ୍ ପାଣି, କମ୍ ଯତ୍ନରେ ବଢ଼ିବ ଏହି ଗଛ; ଘର ହେବ ସବୁଜ ସୁନ୍ଦର

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସମ୍ପର୍କକୁ ବେଶ୍ ଗୁରୁତ୍ୱ ଦିଆଯାଏ । ଏବେ ଅଗଷ୍ଟ ୨୦୨୬ରେ ଶନି ଓ ଶୁକ୍ରଙ୍କ ଏକ ବିଶେଷ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜ୍ୟୋତିଷୀୟ ଗଣନା ଅନୁସାରେ ୨୧ ଅଗଷ୍ଟରେ ଶନି ଓ ଶୁକ୍ରଙ୍କ ମଧ୍ୟରେ ସମସପ୍ତକ ଯୋଗ ଗଠିତ ହେବ । ଏହି ସମୟରେ ଦୁଇ ଗ୍ରହ ପରସ୍ପରଠାରୁ ସପ୍ତମ ସ୍ଥାନରେ ରହି ପୂର୍ଣ୍ଣ ଦୃଷ୍ଟି ସମ୍ପର୍କ ସୃଷ୍ଟି କରିବେ ବୋଲି ଜ୍ୟୋତିଷୀୟ ମତ ରହିଛି । ଜ୍ୟୋତିଷ ମତରେ ଶୁକ୍ର ଧନ, ପ୍ରେମ, ବିବାହ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ, ଅନ୍ୟପଟେ ଶନିଙ୍କୁ କର୍ମ, ଶୃଙ୍ଖଳା, ଧୈର୍ଯ୍ୟ ଓ ସଂଘର୍ଷ ସହ ଯୋଡ଼ି ଦେଖାଯାଏ । ତେଣୁ ଏହି ଦୁଇ ଗ୍ରହର ସମସପ୍ତକ ସ୍ଥିତିର ପ୍ରଭାବ କର୍ମକ୍ଷେତ୍ର, ଅର୍ଥ, ସମ୍ପର୍କ ଓ ମାନସିକ ସ୍ଥିତି ଉପରେ ପଡ଼ିପାରେ ବୋଲି ଜ୍ୟୋତିଷରେ କୁହାଯାଏ । ତେବେ ଏହି ଗ୍ରହ ସ୍ଥିତି ୫ଟି ରାଶି ପାଇଁ ବିଶେଷ ଶୁଭ ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ ରହିଛି । ଏହି ସମୟରେ କିଛି ରାଶିର ଲୋକଙ୍କୁ ଆର୍ଥିକ ଲାଭ, କ୍ୟାରିୟରରେ ସୁଯୋଗ ଓ ନୂଆ ପ୍ରଗତିର ରାସ୍ତା ମିଳିପାରେ ।

ଏହି ଗଛଗୁଡ଼ିକ ନିଜ ଭିତରେ ପାଣି ସଂରକ୍ଷଣ କରିପାରନ୍ତି । ତେଣୁ ଅନ୍ୟ ଅନେକ ଗଛ ତୁଳନାରେ ଏଗୁଡ଼ିକୁ କମ୍ ପାଣି ଦରକାର ହୁଏ । ZZ ପ୍ଲାଣ୍ଟ ମଧ୍ୟ କମ୍ ଆଲୋକ ଓ କମ୍ ପାଣିରେ ଭଲ ଭାବେ ବଢ଼ିପାରୁଥିବା ଗଛ । ଯେଉଁମାନେ ବାଲକୋନିରେ ଗଛ ରଖିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରତିଦିନ ଯତ୍ନ ନେବାକୁ ସମୟ ପାଉନାହାନ୍ତି, ସେମାନଙ୍କ ପାଇଁ ଏହା ଉପଯୋଗୀ ବିକଳ୍ପ ହୋଇପାରେ । ତେବେ ମନେ ରଖନ୍ତୁ, କମ୍ ପାଣି ଦରକାର ହେଉଥିବା ଗଛର ଅର୍ଥ ପାଣି ଆଦୌ ଦରକାର ନାହିଁ ନୁହେଁ । ଗଛର ପ୍ରଜାତି, ମାଟି, ପାଣିପାଗ ଓ ବାଲକୋନିରେ ମିଳୁଥିବା ଆଲୋକ ଅନୁସାରେ ପାଣି ଦେବାର ବ୍ୟବଧାନ ବଦଳିପାରେ । ତେଣୁ ଛୋଟ ବାଲକୋନିକୁ ସବୁଜ ଓ ସୁନ୍ଦର କରିବା ସହିତ ଯଦି ଆପଣ କମ୍ ମେଣ୍ଟେନାନ୍ସ ଚାହୁଁଛନ୍ତି, ତେବେ ସ୍ନେକ୍ ପ୍ଲାଣ୍ଟ, ଜେଡ୍ ପ୍ଲାଣ୍ଟ, ଆଲୋଭେରା, ସକ୍ୟୁଲେଣ୍ଟସ୍ ଓ ZZ ପ୍ଲାଣ୍ଟ ଭଳି ବିକଳ୍ପ ଉପରେ ବିଚାର କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *