News ରାଜ୍ୟ ବାଲେଶ୍ଵର ସହଦେବ ଖୁଣ୍ଟାର ଏକ ବାଇକ୍ ସୋ’ ରୁମରେ ନିଆଁ September 30, 2026 Satya 0 Comments state ବାଲେଶ୍ଵର: ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ବାଇକ ସୋ’ ରୁମ୍ । ଜଳିପୋଡ଼ି ଗଲା ବାଇକ । ବାଲେଶ୍ଵର ସହଦେବ ଖୁଣ୍ଟା ଅଞ୍ଚଳର ଏକ ବାଇକ୍ ସୋ’ ରୁମରେ ନିଆଁ ଲାଗିଛି । ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । Post Views: 20 Spread the love