ହାତୀ ଆକ୍ରମଣରେ ମହିଳା ମୃତ
କୁଚିଣ୍ଡା : ହାତୀ ଆକ୍ରମଣରେ ମହିଳା ମୃତ । ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସହର ତଥା ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁ ଭୟର ବାତାବରଣ । ହାତୀପଲଙ୍କ ଆକ୍ରମଣରେ ସଇଡ଼ା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଓ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ସହିତ ଘଟଣାର ତଦନ୍ତ ଜାରି ରହିଛି । ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେ
