ଏଯାଏ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ, ସୁରୁଖୁରୁରେ ଓଡିଶା ମାଟିକୁ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
ୟୁକ୍ରେନ ୱାରଜୋନରୁ ଫେରୁଛନ୍ତି ଭାରତୀୟ । ଏଯାଏ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଲେଣି ୭୫ରୁ ଅଧିକ ଓଡ଼ିଆ । ଆଜି ୩୫ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ନୂଆଦିଲ୍ଲୀରେ
Read more