Skip to content
Wednesday, October 28, 2026
Latest:
  • ଧଳାକୋଟ୍ ଏକ ପୋଷାକ ନୁହେଁ, ଏହା ରୋଗୀଙ୍କ ବିଶ୍ୱାସ ଓ ସେମାନଙ୍କ ପ୍ରତି ଦାୟିତ୍ୱର ପ୍ରତୀକ : ସୋଆ ଉପସଭାପତି
  • ବାତ୍ୟା ସତ୍ତ୍ୱେ ଚାଲିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା, ୫ ଜିଲ୍ଲାରେ ଖାତା ଦେଖା ସ୍ଥଗିତ
  • ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
  • ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା
  • UMI 2026: ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଫାଇନାନ୍ସ କମ୍ପାନୀଠୁ ଲୁଟିଲେ ୪୦ ଲକ୍ଷ, ଧରା ପଡ଼ିଗଲେ ଯୁବକ

February 18, 2023February 18, 2023 Satya 40-lakhs-was-looted-from-the-finance-company-by-opening-a-fake-account-news, state

ଫେକ୍ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀଠୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧିଲା ନୟାଗଡ଼ ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ଡେ଼ଲାଙ୍ଗ ଥାନା ଟୋଲାପଡା ଗାଁର ପ୍ରବୀର କୁମାର ସେନାପତି। ସୂଚନା ଅନୁସାରେ, ପ୍ରବୀର ସୁର୍ଯ୍ୟଉଦୟ ଫାଇନାନ୍ସ କମ୍ପାନୀ ନୟାଗଡ ଶାଖାରେ କାମ କରୁଥିଲେ। ତେବେ କିଛି ମାସ ପୂର୍ବେ ସେ ଚାକରି ଛାଡ଼ି ଦେଇଥିଲେ। ହେଲେ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ ଖୋଲିବାର ପାସୱାର୍ଡ ଓ ଆକ୍ସେସ ତାଙ୍କ ପାଖରେ ଥିଲା। ପ୍ରବୀର ଏହାର ଫାଇଦା ଉଠାଇଥିଲେ। ଏହି ପାସୱାର୍ଡ ଓ ଆକ୍ସେସକୁ ବ୍ୟବହାର କରି ଫାଇନାନ୍ସ କମ୍ପାନିର ୮ଟି ଫେକ୍ ଆକାଉଣ୍ଟ ତିଆରି କରି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ l ପରେ ଉକ୍ତ ୪୦ ଲକ୍ଷକୁ ତାଙ୍କ ନୟାଗଡ଼ ଆକ୍ସସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

Post Views: 218
Spread the love
  • ← ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା
  • ଦୀପ ନିଆଁ ଲାଗି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି →

ADVT

Recent Posts

  • ଧଳାକୋଟ୍ ଏକ ପୋଷାକ ନୁହେଁ, ଏହା ରୋଗୀଙ୍କ ବିଶ୍ୱାସ ଓ ସେମାନଙ୍କ ପ୍ରତି ଦାୟିତ୍ୱର ପ୍ରତୀକ : ସୋଆ ଉପସଭାପତି October 27, 2026
  • ବାତ୍ୟା ସତ୍ତ୍ୱେ ଚାଲିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା, ୫ ଜିଲ୍ଲାରେ ଖାତା ଦେଖା ସ୍ଥଗିତ October 26, 2026
  • ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ October 26, 2026
  • ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା October 26, 2026
  • UMI 2026: ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର October 26, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.