କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା
କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ନିମ୍ନରେ ଦିଆଯାଇଥିବା ଉପାୟ ପାଳନ କରନ୍ତୁ। ନିଜେ ତଥା ଅନ୍ୟମାନଙ୍କୁ ଏ ବିଷୟରେ ସଚେତନ କରନ୍ତୁ। ଆସନ୍ତୁ ସମସ୍ତେ ଏକ ହୋଇ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା। #COVID19 #coronavirus pic.twitter.com/ObPReyfM14
— CMO Odisha (@CMO_Odisha) March 13, 2020