ହାତୀ ଆକ୍ରମଣରେ ମହିଳା ମୃତ

କୁଚିଣ୍ଡା : ହାତୀ ଆକ୍ରମଣରେ ମହିଳା ମୃତ ।  ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ସହର ତଥା ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲଙ୍କ ଉପଦ୍ରବ ଯୋଗୁ ଭୟର ବାତାବରଣ ।  ହାତୀପଲଙ୍କ ଆକ୍ରମଣରେ ସଇଡ଼ା ଗାଁର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଓ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଏହା ସହିତ ଘଟଣାର ତଦନ୍ତ ଜାରି ରହିଛି ।  ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେ

Spread the love

Leave a Reply

Your email address will not be published. Required fields are marked *