ବମୀଖାଲ, ସୂର୍ଯ୍ୟନଗର ଓ ପୁରୀ ଆକ୍ରାନ୍ତଙ୍କ ରହିଛି ବାହାର ରାଜ୍ୟ ଲିଂକ

ଭୁବନେଶ୍ୱର, ସୂର୍ଯନଗର, ପୁରୀ ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ ବାହାରିଛି । ତିନୋଟି ମାମଲାରେ ବାହାରିଛି ରାଜ୍ଯ ବାହାର ଲିଙ୍କ  ରହିଛି। ପ୍ରଦୀପ୍ତ ଦଳ ବେହେରାଙ୍କ ସମ୍ପର୍କୀୟ କଲିକତା ଯାଇଥିଲେ ସେଠାରୁ ସେ ସଂକ୍ରମିତ ହୋଇଛନ୍ତି । ବମିଖାଲ କରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି ସେ ମଧ୍ଯ କରୋନା ପୋଜିଟିଭ ବୋଲି ଜଣାପଡିଛି । ପୁରୀ ଜିଲ୍ଲାର ବ୍ଯକ୍ତି ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରୁନ୍ତି । ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍ । ସେ ବିଜେବି ନଗର ସବ୍ ଫୋଷ୍ଟ ଅଫିସରେ କାମ କରନ୍ତି । ଦୀଲ୍ଲିରୁ ଫେରିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିଲେ
ସୂଚନା ଦେଲେ ବିଏମସି କମିଶନର । ବିଜେବି ନଗର ସମେତ ଏହା ସଂପର୍କୀତ ନଗରବାସୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ । ଏହା ସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତାହେଲେ, ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିସନର

Spread the love