ରାସନକାର୍ଡ ନଥିବା ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର, କୋରାନ ମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଦେଶବାସୀ କେମିତି ବିନା ଖାଇବାରେ ରହିବେ ନାହିଁ,ସାମାଜିକ ଦୂରତା ବଜାୟ ରଖିବା ସହିତ ଗରିବ ଏବଂ ଅଭାବୀ ଲୋକମାନଙ୍କ ପ୍ରତି ଏକ ଛୋଟ ଅବଦାନ ।

ଆଜି 150 ଘରୋଇ ବାସିନ୍ଦାଙ୍କୁ ୱାର୍ନଂ-45(ଚିନ୍ତାମଣିଶ୍ବର) ଅଞ୍ଚଳରେ ରାସନକାର୍ଡ ନଥିବା ଅସହାୟ ଲୋକଙ୍କୁ ଆମ୍ଭ କାର୍ଯ୍ୟକର୍ତ୍ତା ବବ୍ୟହାର ସାମଗ୍ରୀ ଏବଂ ଅଞ୍ଚଳର ଅନେକ ସମାଜସେବୀଙ୍କ ସହଯୋଗରେ ଆବଶ୍ୟକୀୟ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

  ମୁଖ୍ୟ  କଥା  ହେଉଛି … ପୋଲିସ୍, ଡାକ୍ତର, ପ୍ରଶାସକ, ବ୍ୟାଙ୍କର୍ସ, ସଫେଇ କର୍ମଚାରୀମାନେ ଆମ ପାଇଁ ଜୀବନ କୁ  ସ୍ୱାଭ।ବିକ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି।  ଏହି ପ୍ରକାରର ଲୋକମାନଙ୍କୁ ମଧ୍ୟ ତୁମର ଶେଷରୁ ଯଥା ସମ୍ଭବ ସାହାଯ୍ୟ କରିପାରିବ ଏବଂ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ।

Spread the love