ଏଲ୍‌ପିଜି ଲିକେଜ୍‌ରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା : ପେସୋ

ଭୁବନେଶ୍ୱର, ୮/୧୧ : ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଏଲ୍‌ପିଜି ଲିକେଜ୍‌ରୁ ନିଆଁ ଲାଗି ହୋଇଥିଲା। ଏନେଇ ପ୍ରାଥମିକ ତଦନ୍ତ ପରେ ପେସୋ( Petroleum And Explosives Safety Organisation)ର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି। ଟାଙ୍କିରେ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା ବୋଲି ପେସୋର ଉପମୁଖ୍ୟ କଣ୍ଟ୍ରୋଲର କହିଛନ୍ତି।

Spread the love