ଆଜି ପିଡିଭି ବାଲାଷ୍ଟିକ ମିଜାଇଲର ପରୀକ୍ଷଣ

ବଙ୍ଗୋପସାଗର ପୂର୍ବ ଉପକୂଳ ଅବ୍ଦୁଲ କାଲମ ଦ୍ବୀପରୁ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଡିଆରଡିଓ ପକ୍ଷରୁ ପିଡିଭି ମିଜାଇଲ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ମିଜାଇଲ ଗତମାସ ଫେବ୍ରୁଅ‌ାରି 12ତାରିଖରେ ପରୀକ୍ଷଣ ହୋଇଥିଲା। 2014ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଏହି ବାଲାଷ୍ଟିକ ମିଜାଇଲ 2006 ନଭେମ୍ବର 26 ତାରିଖରେ ନିର୍ମାଣ କରାଯାଇଥିଲା। ଏଥିରେ 100 କିମିରୁ 2000 କିମି ପର୍ଯ୍ୟନ୍ତ ଲକ୍ଷଭେଦୀ କ୍ଷମତା ରହିଥିବା ଜଣାପଡ଼ିଛି।

Spread the love