କଂଗ୍ରେସର 20 ବିଧାନସଭା ଓ 7 ଲୋକସଭା ପାର୍ଥୀ ଘୋଷଣା, ପୁରୀରୁ ଲଢିବେ ସତ୍ୟପ୍ରକାଶ

କଂଗ୍ରେସ 20 ବିଧାନସଭା ପାର୍ଥୀ ଘୋଷଣା

ଧାମନଗର -ବିଦ୍ୟାଧର ଜେନା
ନିଆଳି- ମମତା ଭୋଇ
ପୁରୀ -ଅରୋ ପ୍ରସାଦ ମିଶ୍ର
ତେଲକୋଇ -ମୋହନା ହେମ୍ବ୍ରମ
ଭୋଗରାଇ-ସତ୍ୟ ଶିବ ଦାସ
ବିଞ୍ଝାରପୁର -ମନୋରଞ୍ଜନ ଦାସ
ମହାଙ୍ଗା-ଦେବେନ୍ଦ୍ର କୁମାର ସାହୁ
ପାଟନା-ଶ୍ରୀ ଗୋପେଶ୍ଵର ନାୟକ
ଜଶିପୁର ମହେନ୍ଦ୍ର ନାୟକ
ଉଦଳା -ବେଣୁଧର ମହାପାତ୍ର
ବାରିପଦା-ଦାଶରଥ ସିଂ
ରେମୁଣା- ପ୍ରତାପ ସେଠି
ବାସୁଦେବପୁର-ଅଶୋକ ଦାସ
ବରି -ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ-ଜଶସ୍ଵୀନି ରାଉତ
ନିଆଳି-ମମତା ଭୋଇ
ପାଟକୁରା -ଜୟନ୍ତ ମହାନ୍ତି
ତିର୍ତୋଲ -ବିଭୁପ୍ରସାଦ ତରାଇ

7 ଲୋକସଭା ପାର୍ଥୀ

ପୁରୀ-ସତ୍ୟ ପ୍ରକାଶ ନାୟକ
ଢେ଼ଙ୍କାନାଳ -କାମାକ୍ଷା ପ୍ରସାଦ ସିଂଦେଓ
କେନ୍ଦ୍ରାପଡା -ଧରଣୀଧର ନାୟକ
ଜଗତସିଂହପୁର -ପ୍ରତିମା ମଲ୍ଲିକ
ଭଦ୍ରକ -ମଧୁମିତା ସେଠୀ
ବାଲେଶ୍ବର – ନବଜ୍ୟୈତି ପଟ୍ଟନାୟକ
କେନ୍ଦୁଝର-ଫକୀରମୋହନ ନାୟକ

Spread the love