ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥୀପତ୍ର ଦାଖଲ

ବିଜେପି  ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସେ ତାଙ୍କର ବିଶାଳ ଜନସମର୍ଥକଙ୍କୁ ନେଇ ଏଡିଏମଙ୍କ ଅଫିସରେ ପହଞ୍ଚିଥିଲେ । ସେ ଉବନେଶ୍ୱର ମଧ୍ୟରୁ ନିର୍ବାଚନ ଲଢିବେ । ତାଙ୍କର ବିଶାଳ ଜମସମର୍ଥକଙ୍କୁ ଦେଖି ବିରୋଧୀଦଳ ଚିନ୍ତାରେ ପଡିଯାଇଛନ୍ତି । ଜଗନ୍ନାଥ ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ବିରୋଧୀ ତାର ପ୍ରାର୍ଥୀ ଖୋଜୁଛି । ଆଜି ପ୍ରାୟ 5000 ଲୋକ ଜଗନ୍ନାଥ ପ୍ରଧାନଙ୍କ ସହ ଆସିଥିଲେ ।

Spread the love