କୋଭିଡ ପରିଚାଳନା ନେଇ କାଲି ବଡ଼ ଘୋଷଣା

ଭୁବନେଶ୍ୱର, ୧/୫: କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର କରିବେ ବଡ଼ ଘୋଷଣା। ଆସନ୍ତା କାଲି ପୂର୍ବାହ୍ନ ୧୦ ଟାରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି। ରାଜ୍ୟରେ ଦିନକୁ ଦିନ ଆଣାୟତ ହେବାରେ ଲାଗିଛି କରୋନା ।ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ତେଣୁ ଉଭୟ ଜୀବିକ ଓ ଜୀବନକୁ ଲକ୍ଷ୍ୟକରି ରାଜ୍ୟ ସରକାର ଆସନ୍ତାକାଲି ବଡ଼ ଘୋଷଣା କରିପାରନ୍ତି। ମୁଖ୍ୟ ଶାସନ ସଚିବ ମେ’ ଗାଇଡଲାଇନ୍ ନେଇ ଘୋଷଣା କରିପାରନ୍ତି।

Spread the love