ରେଢାଖୋଲ ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବିଶାଳ ବିଜୟ ସଂକଳ୍ପ

ରେଢାଖୋଲ ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବିଶାଳ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି କଲିଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ପଟେ ୧୯ ବର୍ଷର ସମ୍ବେଦନହୀନ, ଭ୍ରଷ୍ଟାଚାର, ସ୍ଥାଣୁ ସରକାର ଓ ଅନ୍ୟ ପଟେ ମୋଦିଙ୍କ ୫ ବର୍ଷର ଗରିବ କଲ୍ୟାଣ ଯୋଜନା ନୀତି । ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଆହ୍ୱାନ  ଦେଇଛନ୍ତି ।

Spread the love