ଏଥର ବୁଲେଟର ଜବାବ ଲୋକେ ପଦ୍ମ ବଟମ ଚିପିକି ଦେବେ : ଲେଖାଶ୍ରୀ

ହାରିବା ଭୟରେ ରକ୍ତମୁଖା ହୋଇଛି ଶାସକ ଦଳ। ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ। ଏଥର ବୁଲେଟର ଜବାବ ଲୋକେ ପଦ୍ମ ବଟମ ଚିପିକି ଦେବେ।”

 ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ବିଜେଡି ସରକାର ଉପରେ ବର୍ଷିବା ବେଳେ ଏପରି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

Spread the love