ଯଦି ଅବିବାହିତ ଲୋକଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ବୁଝିଯିବେ ଶ୍ରୀଘ୍ର ହେବାକୁ ଅଛି ବିବାହ

ଏଥିରେ କୌଣସି ଅଲଗା ରାୟ ନାହିଁ କି ବିବାହର ଦିନ ପୁଅ ଓ ଝିଅଙ୍କର ଦୁହେଁଙ୍କ ପାଇଁ ବହୁତ ହିଁ ଖାସ୍ ଦିନ ହୋଇଥାଏ। ଏହି କାରଣରୁ ବିବାହ ହେବାର କିଛି ଦିନ ପୁର୍ବରୁ ପୁଅ ଓ ଝିଅ ଦୁହେଁଙ୍କ ମନରେ ନାନାପ୍ରକାରର ବିଚାର ଆସିଥାଏ। ଯେଉଁ ଲୋକ ଅବିବାହିତ ଅଛନ୍ତି, ତାଙ୍କ ମନରେ ବି ପାର୍ଟନରଙ୍କୁ ନେଇକରି କିଛି କିଛି ଇଚ୍ଛା ହୋଇଥାଏ, କିନ୍ତୁ ବହୁତ କମ୍ ଲୋକ ହୋଇଥାନ୍ତି ଯାହାଙ୍କୁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ, ସେମିତି ଆପଣଙ୍କୁ କହିଦେବୁ କି ଯଦି ଅବିବାହିତ ଲୋକଙ୍କୁ ଏମିତି ସ୍ୱପ୍ନ ଆସେ ତେବେ ବୁଝିଯିବେ କି ଜଲଦି ହିଁ ତାଙ୍କ ବାହାଘର ହେବାକୁ ଯାଉଛି, ତେବେ ଚାଲନ୍ତୁ ଆପଣଙ୍କୁ ଏହି ସ୍ୱପ୍ନର ବିଷୟରେ ବିସ୍ତାରରେ ଆଲୋଚନା କରିବୁ, କାରଣ ଯଦି ଆପଣଙ୍କ ବିବାହ ହୋଇନାହିଁ ତେବେ ଆପଣଙ୍କୁ ଏହି ସ୍ୱପ୍ନ ଆସୁଥିବ , ତେବେ ଏହି ସୁଚନା କେବଳ ଆପଣଙ୍କ ପାଇଁ ମଜାଦାର୍ ରହିବ ।

୧) ସ୍ୱପ୍ନରେ ମହୁ ଦେଖାଯିବା- କହିଦେବୁ କି ସ୍ୱପ୍ନରେ ମହୁ ଦେଖାଯିବା ବହୁତ ଶୁଭ ହୋଇଥାଏ, କିନ୍ତୁ ଯଦି ଝିଅ ଓ ପୁଅ ଦୁହେଁ ସ୍ୱପ୍ନରେ ମହୁକୁ ଖାଉଥିବାର ଦେଖନ୍ତି ତେବେ ଏହାର ମତଲବ ଏହା କି ତାଙ୍କ ବାହାଘର ଜଲଦି ହୋଇପାରେ ।

୨) ସ୍ୱପ୍ନରେ ମୟୁର ପୁଚ୍ଛ ଦେଖାଯିବା- ଯଦି ଆପଣଙ୍କ ବିବାହରେ ବହୁତ ଗୁଡିଏ ବାଧାବିଘ୍ନ ଆସୁଛି, ଓ ଆପଣଙ୍କ ପ୍ରସ୍ତାବ ଠିକ୍ ହୋଇପାରୁନାହିଁ, ତେବେ ଆପଣଙ୍କୁ ଭୟଭୀତହେବା ଜରୁରୀ ନୁହେଁ, ଏମିତି ସ୍ଥିତିରେ ଯେଉଁ ଲୋକଙ୍କର ସ୍ୱପ୍ନରେ ଲହରାଉଥିବା ମୟୁର ପୁଚ୍ଛ ଦେଖାଯାଏ , ତେବେ ଏହାର ମତଲବ ସିଧା କି ତାଙ୍କ ବାହାଘର ଜଲଦି ହୋଇଯିବ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯଦି ଆପଣ ସ୍ୱପ୍ନରେ ନିଜେ ଡ୍ୟାନ୍ସ କରୁଥିବାର ଦେଖନ୍ତି ,ତେବେ ବିବାହପରେ ଆପଣଙ୍କ ବୈବାହିକ ଜୀବନ ଖୁସିରେ କଟିବ, ହଁ ଆଜ୍ଞା ଏହାର୍ ମତଲବ ଏହା କି ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଥିବ ତେବେ ଆପଣ ନିଜ ଲାଇଫ୍ ପାର୍ଟନରଙ୍କୁ କହି ସବୁ ସମସ୍ୟା ଦୁର କରିପାରିବେ ।ଏବେ ଏମିତି ସମସ୍ତଙ୍କ ମନରେ ନିଜ ଜୀବନସାଥୀକୁ ନେଇକରି ବହୁତ ଇଚ୍ଛା ରହିଥାଏ, କିନ୍ତୁ ସମସ୍ତଙ୍କୁ ନିଜ ପସନ୍ଦର ଜୀବନସାଥି ମିଳିବା ଏହା ଜରୁରୀ ହୋଇନଥାଏ, ସେମିତି ସ୍ୱପ୍ରଶାସ୍ତ୍ରର ଅନୁସାରେ ଯେଉଁ ଲୋକଙ୍କର ନିଜ ସ୍ୱପ୍ନରେ ରଙ୍ଗବେରଙ୍ଗୀ ଫୁଲ ଦେଖାଯାଏ , ତେବେ ଏହାର ମତଲବ କି ଆପଣଙ୍କ ପସନ୍ଦର ଜୀବନସାଥୀ ମିଳିଯିବ ।

ସେମିତି ଯେଉଁ ଲୋକଙ୍କର ସ୍ୱପ୍ନରେ ଇନ୍ଦ୍ରଧନୁଷ ଦେଖାଯାଏ, ତେବେଏହି ପ୍ରକାରର ସ୍ୱପ୍ନର ସଙ୍କେତ ହୋଇଥାଏ କି ଆପଣଙ୍କ ବିବାହ ସହ ଯୋଡୀହୋଇଥିବା ସବୁ ଇଚ୍ଛାଗୁଡିକ ପୁରା ହୋଈଯିବ । କହିଦେବୁ କି ଯେଉଁ ଲୋକଙ୍କର ସ୍ୱପ୍ନରେ କାହାଦ୍ୱାରା ନିଜକୁ ଶୋଇବାର ଜିନିଷ ଗିଫ୍ଟ କରୁଥିବାର ଦେଖାଯାଏ ତେବେ ଏହାର ମତଲବ ତାଙ୍କ ଜୀବନସାଥୀ ବହୁତ୍ ଧନୀ ହେବ, ହଁ ଆଜ୍ଞା ଏହାର ମତଲବ ହୋଇଥାଏ କି ବିବାହ ପରେ ଆପଣଙ୍କୁ କେଉଁ ଜିନିଷକୁ ନେଇକରି କମି ଦେଖିବାକୁ ମିଳିବ ନାହିଁ, ଆପଣଙ୍କ ଜୀବନରେ ଖୁସିମୟ ରହିବ, ଯଦି ଆପଣ ଅବିବାହିତ ଙ୍କୁ ସ୍ୱପ୍ନଆସେ , ତେବେ ବୁଝିଯିବେ କି ଜଲଦି ହିଁ ଆପଣଙ୍କ ଜୀବନରେ ବିବାହର ମହୁରୀ ବାଜିବ ।

Spread the love