ରାତିରେ ଶୋଇବା ପୂର୍ବରୁ ସ୍ତ୍ରୀ ଙ୍କ ସହ କରନ୍ତୁ ଏହି କାମ, ଚମକି ଉଠିବ ଭାଗ୍ୟ

ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ । ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ ।

କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ତେବେ ସ୍ତ୍ରୀ ଯେତେବେଳେ ପର ପୁରୁଷ ର ପ୍ରେମ ରେ ପଡ଼ିଯାଏ ଏବଂ ନିଜ ପତି କୁ ଧୋକା ଦେଇଥାଏ ତେବେ ସେତେବେଳେ ସ୍ୱାମୀ ର ମଧ୍ୟ କିଛି ଭୁଲ ଥାଏ । ତେବେ ଆପଣ ଙ୍କୁ ଏପରି କଣ କରିବା ଉଚିତ ଯାହା ଦ୍ୱାରା ଆପଣଙ୍କ ସ୍ତ୍ରୀ ଆପଣ ଙ୍କୁ ଛାଡି ଆଉ ଅନ୍ୟ ପୁରୁଷ ଙ୍କୁ ମଧ୍ୟ ଅନେଇବ ନାହିଁ ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।ତେବେ ପ୍ରଥମ ରେ ହେଉଛି ଆପଣ ଦିନ ଯାକ ଯେତେ କାମ କରନ୍ତୁ ଯେତେବି ଥକି ଯାଆନ୍ତୁ କିନ୍ତୁ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ସ୍ତ୍ରୀ ଙ୍କ ସହିତ ପ୍ରେମ ଭରା କଥା କୁହନ୍ତୁ ଏବଂ ନିଜ ଜୀଵନ ରେ କିଛି ରୋମାଣ୍ଟିକ ଆଣିବା ଆବଶ୍ୟକ ଏହା କରିବା ଦ୍ୱାରା ସ୍ତ୍ରୀ ବହୁତ ଖୁସି ହୋଇଯାଏ ।

ଦ୍ଵିତୀୟ ରେ ହେଉଛି ନାରୀ ମାନଂକୁ ପ୍ରଶଂସା ଶୁଣିବା ବହୁତ ପସନ୍ଦ ତେଣୁ ଆପଣ ନିଜ ସ୍ତ୍ରୀ ଙ୍କ ଭରି ଭରି ପ୍ରଶଂସା କରନ୍ତୁ ତାଙ୍କ କେଶ, ଆଖି, ସବୁ ର ପ୍ରଶଂସା କରିବା ଦ୍ୱାରା ସେମାନେ ବହୁତ ଖୁସି ହୁଅନ୍ତି ଏବଂ ଆପଣ ଙ୍କୁ ବହୁତ ଭଲ ମଧ୍ୟ ପାଇବେ ।

ତୃତୀୟ ରେ ଏବଂ ଶେଷ ରେ ଆପଣ ନିଜ ବୈବାହିକ ଜୀଵନ କୁ ସୁଖ କର କରିବା ପାଇଁ ରାତିରେ ଶୋଇବା ତୃତୀୟ ରେ ଏବଂ ଶେଷ ରେ ଆପଣ ନିଜ ବୈବାହିକ ଜୀଵନ କୁ ସୁଖ କର କରିବା ପାଇଁ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀ ଙ୍କୁ କୁଣ୍ଢେଇ ଏବଂ ପ୍ରେମ ରେ ଶୁଅନ୍ତୁ ଏହା ଦ୍ୱାରା ଆପଣ ଙ୍କୁ ଏବଂ ତାଙ୍କୁ ଉଭୟ ଙ୍କୁ ବହୁତ ଭଲ ଏବଂ ଶାନ୍ତି ଲାଗିବ । ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ସ୍ତ୍ରୀ ଙ୍କୁ ଖୁସିରେ ରଖି ପାରିବେ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ନିଜ ସ୍ତ୍ରୀ ଙ୍କୁ କୁଣ୍ଢେଇ ଏବଂ ପ୍ରେମ ରେ ଶୁଅନ୍ତୁ ଏହା ଦ୍ୱାରା ଆପଣ ଙ୍କୁ ଏବଂ ତାଙ୍କୁ ଉଭୟ ଙ୍କୁ ବହୁତ ଭଲ ଏବଂ ଶାନ୍ତି ଲାଗିବ । ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ସ୍ତ୍ରୀ ଙ୍କୁ ଖୁସିରେ ରଖି ପାରିବେ ।

Spread the love