ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଉପରେ ଆକ୍ରମଣ

ପଶ୍ଚିମବଙ୍ଗରେ  ପୁଣିଥରେ ବିଜେପି ନେତାଙ୍କ ଉପରେ ହୋଇଛି ଆକ୍ରମଣ । ଦମଦମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ସଭାରୁ ଫେରିବା ସମୟରେ ନାଗରବଜାର ନିକଟରେ ବିଜେପି ପ୍ରାର୍ଥୀ ସାମିକ ଭଟ୍ଟାଚାର୍ଯ୍ୟ ଓ ମୁକୁଲ ରାୟଙ୍କ ଗାଡି ଉପରେ  ଆକ୍ରମଣ  ହୋଇଥିଲା। ବିଭିନ୍ନ ପଟରୁ ଗାଡି ଉପରେ ପଥର ବର୍ଷା ହୋଇଥିଲା । ତେବେ ସୌଭାଗ୍ୟବସତଃ ବିଜେପି ନେତା ଗାଡିରୁ ବାହାରି ଆସିଥିଲେ ।

ଆକ୍ରମଣର ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି । ପଥରମାଡରେ ଗାଡି ଗୁଡିକର ଆଗ ଓ ପଛ କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ । Angesichts des geringen alters ghostwritng bachelorarbeit und der schulischen voraussetzungen bestehen bei entsprechender förderung seminararbeit hilfe erhebliche qualifizierungspotenziale.