ନବରଙ୍ଗପୁର ବିଧାନସଭା: ବିଜେଡି ପ୍ରାର୍ଥୀ ବିଜୟୀ

ବିଜେଡି ଖାତାକୁ ଗଲା ନବରଙ୍ଗପୁର ବିଧାନସଭା ଆସନ । ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ୍ କୁମାର ମିଶ୍ର । ଜିଲ୍ଲାପାଳଙ୍କ ସୂଚନା ମୁତାବକ ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀଙ୍କୁ ୭ ହଜାର ୭୬ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ।

Spread the love