ଜାଣନ୍ତୁ ଆପଣଙ୍କ ଅଂଚଳର କିଏ ହେଲେ ବିଧାୟକ

ସରିଲା ୨୦୧୯, ଆସିଲା ଫଳାଫଳ ଆଉ ସବୁଥର ଭଳି ଚଳିତ ଥର ମଧ୍ୟ ଓଡିଶାରେ ବାଜି ମାରିଛି ବିଜେଡି । ୨୧ ଲୋକସଭା ଆସନ ଏବଂ ୧୪୬ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନରେ ବହୁମତ ପାଇ ପୁଣି ଥରେ କ୍ଷମତାକୁ ଫେରିଛି ବିଜୁ ଜନତା ଦଳ ।

 

ଆସନ ପ୍ରାର୍ଥୀ ଦଳ ଫଳାଫଳ
ଅତାବିରା ସ୍ନେହାଙ୍ଗୀନି ଛୁରିଆ ବିଜେଡି ବିଜୟୀ
ଅନୁଗୁଳ ରଜନୀକାନ୍ତ ସିଂହ ବିଜେଡି ବିଜୟୀ
ଆଠଗଡ ରଣେନ୍ଦ୍ର ସ୍ୱାଇଁ ବିଜେଡି ବିଜୟୀ
ଆଠମଲ୍ଲିକ ଋମେଶ ସ୍ୱାଇଁ ବିଜେଡି ବିଜୟୀ
ଆନନ୍ଦପୁର ଭାଗୀରଥୀ ସେଠୀ ବିଜେଡି ବିଜୟୀ
ଆଳି ପ୍ରତାପ ଦେବ ବିଜେଡି ବିଜୟୀ
ଆସ୍କା ମଂଜୁଳା ସ୍ୱାଇଁ ବିଜେଡି ବିଜୟୀ
ଉଦଳା ଭାସ୍କର ମଢେଇ ବିଜେପି ବିଜୟୀ
ଉମରକୋଟ ନିତ୍ୟାନନ୍ଦ ଗଣ୍ଡ ବିଜେପି ବିଜୟୀ
ଏକାମ୍ର ଭୁବନେଶ୍ୱର ଅଶୋକ ପଣ୍ଡା ବିଜେଡି ବିଜୟୀ
କଂଟାବାଞ୍ଜି ସନ୍ତୋଷ ସିଂ ସାଲୁଜ କଂଗ୍ରେସ ବିଜୟୀ
କଂଟାମାଳ ମହୀଧର ରଣା ବିଜେଡି ବିଜୟୀ
କଟକ-ସଦର ଚନ୍ଦ୍ରସାରଥୀ ବେହେରା ବିଜେଡି ବିଜୟୀ
କବିସୂର୍ଯ୍ୟନଗର ଲତିକା ପ୍ରଧାନ ବିଜେଡି ବିଜୟୀ
କରଞ୍ଜିଆ ବାସନ୍ତୀ ହେମ୍ବ୍ରେମ ବିଜେଡି ବିଜୟୀ
କାକଟପୁର ତୁଷାରକାନ୍ତି ବେହେରା ବିଜେଡି ବିଜୟୀ
କାମାକ୍ଷାନଗର ପ୍ରଫୁଲ୍ଲ ମଲ୍ଲିକ ବିଜେଡି ବିଜୟୀ
କୁଚିଣ୍ଡା କିଶୋର ନାଏକ ବିଜେଡି ବିଜୟୀ
କେଉଁଝର ମୋହନ ମାଝି ବିଜେପି ବିଜୟୀ
କେନ୍ଦ୍ରାପଡା ଶଶିଭୂଷଣ ବେହେରା ବିଜେଡି ବିଜୟୀ
କୋଟପାଡ ଚନ୍ଦ୍ରଶେଖର ମାଝୀ କଂଗ୍ରେସ ବିଜୟୀ
କୋରାପୁଟ ରଘୁରାମ ପୋଡାଲ ବିଜେଡି ବିଜୟୀ
କୋରେଇ ଅଶୋକ ବଳ ବିଜେଡି ବିଜୟୀ
ଖଣ୍ଡପଡା ସୌମ୍ୟରଂଜନ ପଟ୍ଟନାୟକ ବିଜେଡି ବିଜୟୀ
ଖରିଆର ଅଧିରାଜ ପାଣିଗ୍ରାହୀ କଂଗ୍ରେସ ବିଜୟୀ
ଖଲ୍ଲିକୋଟ ସୂର୍ଯ୍ୟମଣି ବୈଦ୍ୟ ବିଜେଡି ବିଜୟୀ
ଖୋର୍ଦ୍ଧା ଜ୍ୟୋତିନ୍ଦ୍ରନାଥ ମିତ୍ର ବିଜେଡି ବିଜୟୀ
ଗୁଣୁପୁର ରଘୁନାଥ ଗମାଙ୍ଗ ବିଜେଡି ବିଜୟୀ
ଗୋପାଳପୁର ପ୍ରଦୀପ ପାଣିଗ୍ରାହୀ ବିଜେଡି ବିଜୟୀ
ଘଷିପୁରା ବଦ୍ରିନାରାୟଣ ପାତ୍ର ବିଜେଡି ବିଜୟୀ
ଚମ୍ପୁଆ ମୀନାକ୍ଷୀ ମହାନ୍ତ ବିଜେଡି ବିଜୟୀ
ଚାନ୍ଦବାଲି ବ୍ୟୋମକେଶ ରାୟ ବିଜେଡି ବିଜୟୀ
ଚିକିଟି ଉଷା ଦେବୀ ବିଜେଡି ବିଜୟୀ
ଚିତ୍ରକୋଣ୍ଡା ଲକ୍ଷ୍ମୀପ୍ରିୟା ନାୟକ କଂଗ୍ରେସ ବିଜୟୀ
ଚିଲିକା ପ୍ରଶାନ୍ତ ଜଗଦେବ ବିଜେଡି ବିଜୟୀ
ଚୌଦାର-କଟକ ସୌଭିକ୍ ବିଶ୍ୱାଳ ବିଜେଡି ବିଜୟୀ
ଛତ୍ରପୁର ସୁବାସ ବେହେରା ବିଜେଡି ବିଜୟୀ
ଛେଣ୍ଡିପଦା ସୁଶାନ୍ତ ବେହେରା ବିଜେଡି ବିଜୟୀ
ଜଗତସିଂହପୁର ପ୍ରଶାନ୍ତ ମୁଦୁଲି ବିଜେଡି ବିଜୟୀ
ଜଟଣି ସୁର ରାଉତରାୟ କଂଗ୍ରେସ ବିଜୟୀ
ଜଳେଶ୍ୱର ଅଶ୍ୱିନି କୁମାର ପାତ୍ର ବିଜେଡି ବିଜୟୀ
ଜି.ଉଦୟଗିରି ସାଲୁଗା ପ୍ରଧାନ ବିଜେଡି ବିଜୟୀ
ଜୁନାଗଡ ଦିବ୍ୟଶଙ୍କର ମିଶ୍ର ବିଜେଡି ବିଜୟୀ
ଜୟଦେବ ଅରବିନ୍ଦ ଢାଲି ବିଜେଡି ବିଜୟୀ
ଜୟପୁର ତାରାପ୍ରସାଦ ବାହିନୀପତି କଂଗ୍ରେସ ବିଜୟୀ
ଝରିଗାଁ ପ୍ରକାଶ ଚନ୍ଦ୍ର ମାଝି ବିଜେଡି ବିଜୟୀ
ଝାରସୁଗୁଡା ନବକିଶୋର ଦାସ ବିଜେଡି ବିଜୟୀ
ଟିଟଲାଗଡ ଟୁକୁନି ସାହୁ ବିଜେଡି ବିଜୟୀ
ଡାବୁଗାଁ ମନୋହର ରନ୍ଧାରୀ ବିଜେଡି ବିଜୟୀ
ଢେଙ୍କାନାଳ ସୁଧିର ସାମଲ ବିଜେଡି ବିଜୟୀ
ତଲସରା ଭବାନୀ ଭୋଇ ବିଜେପି ବିଜୟୀ
ତାଳଚେର ବ୍ରଜ କିଶୋର ପ୍ରଧାନ ବିଜେଡି ବିଜୟୀ
ତେଲକୋଇ ପ୍ରେମାନନ୍ଦ ନାୟକ ବିଜେଡି ବିଜୟୀ
ତ୍ରିର୍ତୋଲ ବିଷ୍ଣୁ ଦାସ ବିଜେଡି ବିଜୟୀ
ଦଶପଲ୍ଲା ଋମେଶ ଚନ୍ଦ୍ର ବେହେରା ବିଜେଡି ବିଜୟୀ
ଦିଗପହଣ୍ଡି ସୂର୍ଯ୍ୟନାରାୟଣ ପାତ୍ର ବିଜେଡି ବିଜୟୀ
ଦେବଗଡ ସୁବାସ ପାଣିଗ୍ରାହୀ ବିଜେପି ବିଜୟୀ
ଧର୍ମଗଡ ମହୋଷଧି ବାଗ ବିଜେଡି ବିଜୟୀ
ଧର୍ମଶାଳା ପ୍ରଣବ ବଳବନ୍ତରାୟ ବିଜେଡି ବିଜୟୀ
ଧାମନଗର ବିଷ୍ଣୁ ସେଠୀ ବିଜେପି ବିଜୟୀ
ନବରଙ୍ଗପୁର ସଦାଶିବ ପ୍ରଧାନୀ ବିଜେଡି ବିଜୟୀ
ନର୍ଲା ଭୂପିନ୍ଦର ସିଂ ବିଜେଡି ବିଜୟୀ
ନିଆଳି ପ୍ରମୋଦ ମଲ୍ଲିକ ବିଜେଡି ବିଜୟୀ
ନିମାପଡା ସମୀର ରଂଜନ ଦାସ ବିଜେଡି ବିଜୟୀ
ନିଳଗିରି ଶ୍ରୀ ସନ୍ତୋଷ ଖଟୁଆ ବିଜେଡି ବିଜୟୀ
ନୂଆପଡା ରାଜେନ୍ଦ୍ର ଢୋଲକିଆ ବିଜେଡି ବିଜୟୀ
ନୟାଗଡ ଅରୁଣ ସାହୁ ବିଜେଡି ବିଜୟୀ
ପଟାଙ୍ଗୀ ପ୍ରୀତମ ପାଢି ବିଜେଡି ବିଜୟୀ
ପଦ୍ମପୁର ବିଜୟ ରଂଜନ ସିଂ ବରିହା ବିଜେଡି ବିଜୟୀ
ପରଜଙ୍ଗ ନୃସିଂହ ସାହୁ ବିଜେଡି ବିଜୟୀ
ପାଟଣା ଜଗନ୍ନାଥ ନାଏକ ବିଜେଡି ବିଜୟୀ
ପାଟଣାଗଡ ସରୋଜ ମେହେର ବିଜେଡି ବିଜୟୀ
ପାରଳାଖେମୁଣ୍ଡି କେ. ନାରାୟଣ ରାଓ ବିଜେପି ବିଜୟୀ
ପାରାଦ୍ୱୀପ ସମ୍ବିତ ରାଉତରାୟ ବିଜେଡି ବିଜୟୀ
ପାଲଲହଡା ମୁକେଶ କୁମାର ପାଲ ବିଜେଡି ବିଜୟୀ
ପିିପିଲି ପ୍ରଦୀପ ମହାରଥୀ ବିଜେଡି ବିଜୟୀ
ପୁରୀ ଜୟନ୍ତ ଷଡଙ୍ଗୀ ବିଜେପି ବିଜୟୀ
ପୋଲସରା ଶ୍ରୀକାନ୍ତ ସାହୁ ବିଜେଡି ବିଜୟୀ
ଫୁଲବାଣୀ ଅଙ୍ଗଦ କଅଁର ବିଜେଡି ବିଜୟୀ
ବଡଚଣା ଅମର ପ୍ରସାଦ ଶତପଥୀ ବିଜେଡି ବିଜୟୀ
ବଡମ୍ବା ଦେବୀ ପ୍ରସାଦ ମିଶ୍ର ବିଜେଡି ବିଜୟୀ
ବଡସାହି ସନାତନ ବିଜୁଳି ବିଜେପି ବିଜୟୀ
ବଣାଇ ଲକ୍ଷ୍ମଣ ମୁଣ୍ଡା ସିପିଆଇ-ଏମ ବିଜୟୀ
ବରଗଡ ଦେବେଶ ଆଚାର୍ଯ୍ୟ ବିଜେଡି ବିଜୟୀ
ବରବାଟି-କଟକ ମହମ୍ମୋଦ ମୁକିମ କଂଗ୍ରେସ ବିଜୟୀ
ବରି ସୁନନ୍ଦା ଦାସ ବିଜେଡି ବିଜୟୀ
ବଲାଙ୍ଗୀର ନରସିଂହ ମିଶ୍ର କଂଗ୍ରେସ ବିଜୟୀ
ବସ୍ତା ନିତ୍ୟାନନ୍ଦ ସାହୁ ବିଜେଡି ବିଜୟୀ
ବାଙ୍କି ଦେବୀରଂଜନ ତ୍ରିପାଠୀ ବିଜେଡି ବିଜୟୀ
ବାଙ୍ଗିରିପୋଷୀ ସୁଦାମ ମାରାଣ୍ଡି ବିଜେପି ବିଜୟୀ
ବାରିପଦା ପ୍ରକାଶ ସୋରେନ ବିଜେପି ବିଜୟୀ
ବାଲିକୁଦା ରଘୁନନ୍ଦନ ଦାସ ବିଜେଡି ବିଜୟୀ
ବାଲିଗୁଡା ଚନ୍ଦ୍ରମଣୀ କଅଁର ବିଜେଡି ବିଜୟୀ
ବାଲେଶ୍ୱର ମଦନମୋହନ ଦତ ବିଜେଡି ବିଜୟୀ
ବାସୁଦେବପୁର ବିଷ୍ଣୁବତ୍ର ରାଉତରାୟ ବିଜେଡି ବିଜୟୀ
ବିଂଝାରପୁର ପ୍ରମିଳା ମଲ୍ଲିକ ବିଜେଡି ବିଜୟୀ
ବିଜେପୁର ନବୀନ ପଟ୍ଟନାୟକ ବିଜେଡି ବିଜୟୀ
ବିିରମହାରାଜପୁର ପଦ୍ମନାଭ ବେହେରା ବିଜେଡି ବିଜୟୀ
ବୀରମିତ୍ରପୁର ଶଙ୍କର ଓରାମ ବିଜେପି ବିଜୟୀ
ବେଗୁନିଆ ରାଜେନ୍ଦ୍ର ସାହୁ ବିଜେଡି ବିଜୟୀ
ବୌ÷ଦ୍ଧ ପ୍ରଦୀମ ଅମାତ ବିଜେଡି ବିଜୟୀ
ବ୍ରଜରାଜନଗର କିଶୋର ମହାନ୍ତି ବିଜେଡି ବିଜୟୀ
ବ୍ରହ୍ମଗିରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜେପି ବିଜୟୀ
ବ୍ରହ୍ମପୁର ବିକ୍ରମ ପଣ୍ଡା ବିଜେଡି ବିଜୟୀ
ଭଟ୍ଟଲି ସୁଶାନ୍ତ ସିଂହ ବିଜେଡି ବିଜୟୀ
ଭଣ୍ଡାରିପୋଖରୀ ପ୍ରପୁଂଲ୍ଲ ସାମଲ ବିଜେଡି ବିଜୟୀ
ଭଦ୍ରକ ସଂଜିବ ମଲ୍ଲିକ ବିଜେଡି ବିଜୟୀ
ଭବାନୀପାଟଣା ପ୍ରଦୀପ୍ତ ନାଏକ ବିଜେପି ବିଜୟୀ
ଭୁବନେଶ୍ୱର ଉତର ସୁଶାନ୍ତ ରାଉତ ବିଜେଡି ବିଜୟୀ
ଭୁବନେଶ୍ୱର(ମଧ୍ୟ) ଅନନ୍ତ ଜେନା ବିଜେଡି ବିଜୟୀ
ଭୋଗରାଇ ଅନ୍ତନ ଦାସ ବିଜେଡି ବିଜୟୀ
ମହାକାଳପଡା ଅତନୁ ସବ୍ୟସାଚୀ ବିଜେଡି ବିଜୟୀ
ମାଲକାନଗିରି ମୁକୁନ୍ଦ ସୋଢୀ ବିଜେଡି ବିଜୟୀ
ମାହାଙ୍ଗା ପ୍ରତାପ ଜେନା ବିଜେଡି ବିଜୟୀ
ମୋରୋଡା ରାଜକିଶୋରଦାସ ବିଜେଡି ବିଜୟୀ
ମୋହନା ଦାଶରଥି ଗମାଙ୍ଗ କଂଗ୍ରେସ ବିଜୟୀ
ଯଶିପୁର ଗଣେଶରାମ ଖୁଂଟିଆ ବିଜେପି ବିଜୟୀ
ଯାଜପୁର ପ୍ରଣବ ପ୍ରକାଶ ଦାସ ବିଜେଡି ବିଜୟୀ
ରଘୁନାଥପଲ୍ଲୀ ସୁବ୍ରତ ତରାଇ ବିଜେଡି ବିଜୟୀ
ରଣପୁର
ରାଇରଙ୍ଗପୁର ନବଚରଣ ମାଝି ବିଜେପି ବିଜୟୀ
ରାଉରକେଲା ସାରଦା ନାୟକ ବିଜେଡି ବିଜୟୀ
ରାଜଗାଙ୍ଗପୁର ସି.ଏସ ରାଜନ ଏକ୍କା କଂଗ୍ରେସ ବିଜୟୀ
ରାଜନଗର ଧ୍ରୁବତରଣ ସାହୁ ବିଜେଡି ବିଜୟୀ
ରାୟଗଡା ଲାଲବିହାରୀ ହିମିରିକା ବିଜେଡି ବିଜୟୀ
ରେଙ୍ଗାଲି ନାଉରୀ ନାଏକ ବିଜେପି ବିଜୟୀ
ରେଢାଖୋଲ ରୋହିତ ପୂଜାରୀ ବିଜେଡି ବିଜୟୀ
ରେମୁଣା ସୁଧାଂଶୁ ପରିଡା ବିଜେଡି ବିଜୟୀ
ଲକ୍ଷ୍ମୀପୁର ପ୍ରଭୁ ଜାନୀ ବିଜେଡି ବିଜୟୀ
ଲାଞ୍ଜିଗଡ ପ୍ରଦୀପ ଦିଶାରୀ ବିଜେଡି ବିଜୟୀ
ଲୋଇସିଂହା ମୁକେଶ ମହାଲିଙ୍ଗ ବିଜେପି ବିଜୟୀ
ସତ୍ୟବାଦୀ ଉମାକାନ୍ତ ସାମନ୍ତରାୟ ବିଜେଡି ବିଜୟୀ
ସମ୍ବଲପୁର ଜୟନାରାୟଣ ମିଶ୍ର ବିଜେପି ବିଜୟୀ
ସାନଖେମୁଣ୍ଡି ଋମେଶ ଚନ୍ଦ୍ର ଜେନା କଂଗ୍ରେସ ବିଜୟୀ
ସାରସକଣା ବୁଧାନ ମୁର୍ମୁ ବିଜେପି ବିଜୟୀ
ସାଲେପୁର ପ୍ରଶାନ୍ତ ବେହେରା ବିଜେଡି ବିଜୟୀ
ସିମୁଳିଆ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ବିଜେଡି ବିଜୟୀ
ସୁକିନ୍ଦା ପ୍ରତୀରଂଜନ ଘଡାଈ ବିଜେଡି ବିଜୟୀ
ସୁନ୍ଦରଗଡ କୁସୁମ ଟେଟେ ବିଜେପି ବିଜୟୀ
ସୋନପୁର ନିରଂଜନ ପୂଜାରୀ ବିଜେଡି ବିଜୟୀ
ସୋର ପର୍ଶୁରାମ ଧଡା ବିଜେଡି ବିଜୟୀ
ସୋରଡା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜେଡି ବିଜୟୀ
ହିଞ୍ଜିଳି ନବୀନ ପଟ୍ଟନାୟକ ବିଜେଡି ବିଜୟୀ
ହିନ୍ଦୋଳ ସୀମାରାଣୀ ନାୟକ ବିଜେଡି ବିଜୟୀ

 

Spread the love