ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା, ଓଡିଶାରୁ ଦୁଇ

ଭୁବନେଶ୍ୱର: ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟସମିତି ସଦସ୍ୟା ଭାବରେ ଓଡିଶାର ମୁକ୍ତା ସାହୁଙ୍କୁ ଦାୟିତ୍ୱ ମିଳିଛି। ସେହିପରି ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ଦୁଷ୍ମନ୍ତ କୁମାରଙ୍କୁ ଦାୟିତ୍ୱ ମିଳିଛି।  ସାରା ଦେଶରୁ ମୋଟ ୪୨ ଜଣକୁ ରାଷ୍ଟ୍ରୀୟ କାର୍ଯ୍ୟସମିତି ସଦସ୍ୟ ଦାୟିତ୍ୱ ମିଳିଥିବା ବେଳେ ୧୫ ଜଣକୁ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଦାୟିତ୍ୱ ମିଳିଛି।

Spread the love