ମୟୁରପର ଘରେ କେଉଁ ଜାଗାରେ ରଖିବା ଉଚିତ?

ବନ୍ଧୁଗଣ, ଆଜିର ଏହି ମହଙ୍ଗା ଦିନରେ ଧନ ହିଁ ଲୋକ ମାନଙ୍କର ଭଗବାନ ପାଲଟି ଗଲାଣି । ଲୋକ ମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହାଠାରୁ ଅଧିକ ଖର୍ଚ୍ଚ ହେଇ ଯାଉଛି । ଆଜିର ଯୁଗରେ ଖୁବ କମ ଲୋକ ଏଭଳି ଅଛନ୍ତି ଯାହାକୁ ପଇସା ର ଅଭାବ ହେଉ ନଥିବ । ଯାହା ପାଖରେ ଅଧିକ ପରିମାଣରେ ପଇସା ରହୁଛି ତାହା ପାଖରେ ଅଧିକ ପଇସା କମାଇବାର ମୋହ ରହୁଅଛି । ଧନ ଆପଣଙ୍କ ଘରେ ଯେତେ ଥିଲେ ମଧ୍ୟ ଆପଣଙ୍କ ମନ ଭରେ ନାହିଁ ।ମାତ୍ର ଅନେକ ଲୋକଙ୍କୁ ବହୁତ ପରିଶ୍ରମ ପରେ ଆପଣଙ୍କୁ ଆପଣଙ୍କ ଇଚ୍ଛା ଅନୁଯାୟୀ ପଇସା ମିଳି ନଥାଏ । ଆଉ ଯଦି ମିଳିଯାଏ ତେବେ ତାହା ମଧ୍ୟ ରହି ନଥାଏ । ଏହିଭଳି ସ୍ଥିତି ରେ ମାନାଯାଇଥାଏ ଯେ ଖରାପ ଭାଗ୍ୟ ଚାଲିଛି ବୋଲି । ଆଜି ଆମ୍ଭେ ଆପଣଙ୍କୁ ଏଭଳି ଏକ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ପଇସା ଆସିବାର ବାଟା ଖୋଲିଯିବ । ଆସନ୍ତୁ ତେବେ ଜାଣିବା ସେହି ଉପାୟ ଟି କଣ ଅଟେ ? ମୟୁରପଙ୍ଖ କୁ ବିଦ୍ୟା ଦେବୀ, ସରସ୍ଵତୀ, ଧନର ଦେବୀ ମାତା ଲକ୍ଷ୍ମୀ, କାର୍ତ୍ତିକ, ହନୁମାନ, ସମସ୍ତ ଦେବାଦେବୀ ଙ୍କ ସହିତ ଯୋଡା ହୋଇଥାଏ । ଏହି ମୟୁରପଙ୍ଖ କୁ ଯଦି ଆପଣ ବଂଶୀ ସହିତ ରଖିବେ ତେବେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ ।  ଘରେ ନକାରତ୍ମକ ଊର୍ଜା ର ବିନାଶ ନିମନ୍ତେ ଆପଣ ଘରେ ସନ୍ଧ୍ୟା ଆଳତି ପରେ ଏକ ମୟୁରପଙ୍ଖ କୁ ଜୋରଜୋରସେ ହଲାନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଊର୍ଜା ଚାଲିଯାଇଥାଏ । ଏପରି ଆପଣ ପ୍ରତିଦିନ କରନ୍ତୁ ବହୁତ ଶୁଭ ଅଟେ । ଯେଉଁ ଘରେ ସକାରତ୍ମକ ଊର୍ଜା ଅଧିକ ରହିଥାଏ ମାତା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି । ଆପଣ କୌଣସି ଏକ ଶୁଭ ଦିନ ଦେଖି ଘରର ଏକ ଏଭଳି ସ୍ଥାନରେ ମୟୁରପଙ୍ଖ ରଖନ୍ତୁ, ଯେଭଳି ଏହା ସମସ୍ତଙ୍କ ନଜରରେ ପଡୁଥିବ । ମୟୁରପଙ୍ଖ ର ଏହି ଉପାୟ ଆପଣଙ୍କ ଜୀବନ ତଥା ଆପଣଙ୍କ ପରିବାରରେ ମଧ୍ୟ ସୁଖ ସମୃଦ୍ଧି ଆଣିଦେଇଥାଏ । ଏହି ଉପାୟ ଆପଣ କୌଣସି ଏକ ଶୁଭ ଦିନରେ କରି ପାରିବେ । ବିଦ୍ୟାର୍ଥୀ ମାନେ ନିଜ ବହି ମଧ୍ୟରେ ଅଭିମନ୍ତ୍ରିତ ମୟୁରପଙ୍ଖ ରଖିଥାନ୍ତି ଏହା ସେମାନଙ୍କ ନିମନ୍ତେ ରା-ମ-ବା-ଣ ସାଦୃଶ୍ୟ ହୋଇଥାଏ । ଆପଣ ନିଜ ଘରର ସମସ୍ତ ଗୃହରେ ଗୋଟିଏ ଲେଖାଏଁ ମୟୁରପଙ୍ଖ ରଖିଲେ ଘରର ବାସ୍ତୁ ଦୋ-ଷ ବଦଳିଯାଇଥାଏ । ଯଦି ଆପଣଙ୍କ ରହୁ କେତୁ ଅଥବା କାଳସର୍ପ ଦୋ-ଷ ରହିଅଛି ତେବେ ଆପଣ ନିଜ ପାଖରେ ମୟୁର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ବହୁତ ବଡ ଲାଭ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ଏକ ଶିଶୁ ବହୁତ ଜିଦିଆ ହେଉଅଛି ତେବେ ତାହା ଆଗରେ ମୟୁର ପଙ୍ଖ ହଲାଇଲେ ତାହାର ଜିଦି କମ ହୋଇଥାଏ । ଯଦି ଆପଣଙ୍କ ଘରେ ପଇସା ନିଅଣ୍ଟ ହେଉଛି ତେବେ ଆପଣ ଘରର ଦକ୍ଷିଣପୂର୍ବ ଦିଗରେ ଏହି ମୟୁରପଙ୍ଖ କୁ ରଖିଲେ ଆପଣଙ୍କର ବହୁତ ଲାଭ ହେବ । ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଘରେ ଲାଗି ରହିବ ।

Spread the love