ବୁଧବାରରେ ପାଠ କଲେ ଗଣେଶଙ୍କ କୁବେର ମନ୍ତ୍ର ଜୀବନର ସମସ୍ତ ବିଘ୍ନ ଦୂର ହୋଇଯିବ

ବୁଧବାର ଦିନଟି ଗଣପତି ଙ୍କ ଦିନ ଅଟେ।ମାନ୍ୟତା ଅନୁସାରେ ଏହିଦିନ ଗଣପତିଙ୍କୁ ବିଧିବିଧାନ ଭାବରେ ପୂଜା କରାଗଲେ ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ।

 ଗଣପତି ମହାପ୍ରଭୁ ଙ୍କ ପ୍ରିୟ ଅଟେ ଦୂବଘାସ।ଯଦି ଏହିଦିନ ଗଣପତିଙ୍କୁ ନିକଟରେ ଦୂବଘାସ ଓ ଦୁଗ୍ଧ ଅର୍ପଣ କରାଯାଏ ତେବେ ସେ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ସମସ୍ତ ବିଘ୍ନ ଦୂର କରନ୍ତି।

 ଜ୍ୟୋତିଷ ଶାସ୍ତ୍ର ରେ ଗଣପତି ଭଗବାନ ଙ୍କୁ ବିଘ୍ନ ହର୍ତା ବୋଲି କୁହାଯାଇ ଥାଏ, ତେଣୁ ଏହିଦିନ ଯଦି ଆମେ ଗଣପତି ଙ୍କ ନିକଟରେ ଏହି ଗୋଟିଏ ମନ୍ତ୍ର କୁ ପାଠ କରିବା ତେବେ ଆମ ଜୀବନରେ ସୁଖ ସମୃଦ୍ଧି ପୁର୍ଣ ହୋଇ ଉଠିବ।ମନ୍ତ୍ରଟି ହେଲା – ” ଓଂ ଏକଦନ୍ତ।ୟ ଦମହେ,ଵକ୍ରତୁଣ୍ଡ।ୟ ଧୀମହୀ ତତ୍ର ବୁଦ୍ଧି ପ୍ରଚୋଦୟାତ “। ଗଣପତିଙ୍କୁ ଏହି ମନ୍ତ୍ରକୁ ୧୦୮ ଥର ପ୍ରତି ବୁଧବାର ଦିନ ପାଠ କଲେ ସେ ପ୍ରସନ୍ନ ହୋଇ ଥାଆନ୍ତି ଓ ଜୀବନରୁ ଦରିଦ୍ରତା ଦୂର ହୋଇଥାଏ ।

 ଗଣେଶ ଗାୟତ୍ରୀ ମନ୍ତ୍ର ପାଠ କଲେ ଭାଗ୍ୟ ଉଦୟ ହୋଇ ମଣିଷ ନୂତନ କର୍ମ ପ୍ରାପ୍ତ କରେ ଓ ପୂର୍ବ ପାପ ର ବିନାଶ ହୋଇଥାଏ ।

-ବୁଧବାର ଦିନ ପାଠ କରନ୍ତୁ ଗଣେଶ କୁବେର ମନ୍ତ୍ର ଓ ଆର୍ଥିକ ଅସୁବିଧା ରୁ ଦୁରେଇ ରୁହନ୍ତୁ।ପ୍ରତି ବୁଧବାର ଦିନ ୧୧ ଥର ଏହି ଗଣେଶ କୁବେର ମନ୍ତ୍ର ଜପ କରନ୍ତୁ – “ଓଂ ନମୋ ଗଣପତୟେ କୁବେର ୟେକଦୃକୋ ଫଟ ସ୍ୱାହା  “।

Spread the love