ମଜବୁତ କେଶ ଓ ଭଲ ଇମ୍ୟୁନିଟି ପାଇଁ ଖାଦ୍ୟରେ ଜିଙ୍କ ଭିଟାମିନ ଆବଶ୍ୟକ

ଶରୀରରେ ଜିଙ୍କ ଭିଟାମିନ କମ ହେବ କାରଣରୁ କେଶ ଝଡିଥାଏ। ଏଥିଯୋଗୁ ଇମ୍ୟୁନିଟି ବି କମ ହୋଇଥାଏ ଏବଂ ଓଜନ ମଧ୍ୟ କମିଥାଏ। ଆପଣ ଭୋଜନରେ ଜିଙ୍କ ଭରପୁର ଥିବା ଖାଦ୍ୟ ପଦାର୍ଥ ଜରୁର ସାମିଲ କରନ୍ତୁ। କରୋନା ପରେ ଅଧିକାଂଶ ଲୋକଙ୍କ କେଶ ଝଡ଼ିବା ସମସ୍ୟା ଦେଖାଯାଇଛି। ଏହାର କାରଣ ହେଉଛି ଶରୀରରେ ଭିଟାମିନ ଓ ମିନେରାଲସ ମାତ୍ରା କମ ହେବା।ମଜବୁତ କେଶ ଓ ଭଲ ଇମ୍ୟୁନିଟି ପାଇଁ ଖାଦ୍ୟରେ ଜିଙ୍କ ଭରପୁର ଖାଦ୍ୟ ଜରୁର ସାମିଲ କରନ୍ତୁ। ଆସନ୍ତୁ ଜାଣିବା କଣ ଖାଇଲେ କେଶ ଝଡ଼ିବା ବନ୍ଦ ରହିବ।

1. ମସ୍ରୁମ(ଛତୁ ) : ଶରୀରରେ ଜିଙ୍କ ଅଭାବ ପୁରାଣ କରିବା ପାଇଁ ଖାଦ୍ୟରେ ମସ୍ରୁମକୁ ଖାଇବା ଆବଶ୍ୟକ।ଏଥିରେ ଜିଙ୍କ ସହିତ କାଲସିଅମ, ପୋଟାସିଅମ ଓ ଫସଫରସ ଥାଏ।

2. ଚିନାବାଦାମ : ଏଥିରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ। ଏହାଛଡା ଆଇରନ, ପୋଟାସିଅମ,ଫଲିକ ଏସିଡ,ଭିଟାମିନ ଇ ଓ ମାଗ୍ନେସିଅମ ରହିଥାଏ ।

3.ଅଣ୍ଡା:ଏଥିରେମଧ୍ୟଜିଙ୍କସହକାଲସିଅମ,ଆଇରନ,ଫସଫରସ,ଭିଟାମିନ ବି12,ବି 6 ଆଦି ରହିଥାଏ। ଯାହାକି କେଶ ପାଇଁ ଲାଭଦାୟକ ହୋଇଥାଏ।

4. ଦହି,ରସୁଣ ଓ କାଜୁ : ଦହି,ରସୁଣ ଓ କାଜୁରେ ମଧ୍ୟ ପ୍ରଚୁର ମାତ୍ରାରେ ଜିଙ୍କ ଥାଏ | ଦୈନିକ ରସୁଣ 2 ପାଖୁଡା କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ | ତେଣୁ ଯଦି କେଶ ଝଡ଼ୁଥାଏ ତେବେ ପ୍ରତିଦିନ ଆପଣଙ୍କ ଭୋଜନରେ ଏହି ସବୁ ଖାଦ୍ୟ ସାମିଲ କରନ୍ତୁ |

Spread the love