ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ

ଭୁବନେଶ୍ୱର :ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଛି।୨୪ ଘଣ୍ଟାରେ ଆଉ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁୁ ୮୬, ସ୍ଥାନୀୟ ୫୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୩୪୯କୁ ବୃଦ୍ଧି ପାଇଛି। ୧୨,୭୪,୦୪୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨,୧୬୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।୨୪ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୮, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୨, ବଲାଙ୍ଗୀର ୧, ବୌଦ୍ଧ ୩, କଟକ ୮, ଗଜପତି ୨୦, ଗଞ୍ଜାମ ୨, ଜଗତସିଂହପୁର ୧, ଯାଜପୁର ୪,ଝାରସୁଗୁଡା ୧୦, କନ୍ଧମାଳ ୧, କେନ୍ଦ୍ରାପଡା ୧୩, ଖୋର୍ଦ୍ଧା ୮, କୋରାପୁଟ ୬, ମୟୁରଭଞ୍ଜ ୭, ନବରଙ୍ଗପୁର ୪, ନୟାଗଡ ୨, ପୁରୀ ୨, ରାୟଗଡା ୧, ସମ୍ବଲପୁର ୧୧, ସୋନପୁର ୬, ସୁନ୍ଦରଗଡ ୯, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love