କାହିଁକି ଖାଳି ତଳେ କଳା ପଡେ ଆସନ୍ତୁ ଜାଣିବା…

କମ ବୟସରେ ମଧ୍ୟ ଆଖି ତଳେ କଳା ଦାଗ ହୋଇଯାଏ । ଶରୀରରେ କିଛି ପୋଷକତତ୍ୱର ମାତ୍ରା କମ ହେବା ଫଳରେ ଏପରି ହୋଇଥାଏ । ଆସନ୍ତୁ ଜାଣିବା କଣ ଖାଇଲେ ପୋଷକତତ୍ୱର ପରିମାଣ ଠିକ ରହିବ

ଆଇରନର ପରିମାଣ କମ :

ଶରୀରରେ ଆଇରନର ପରିମାଣ କମ ହେଉଥିବାରୁ ଅମ୍ଳଜାନ ମିଳି ପାରୁନାହିଁ। ଏନେମିଆର ଶିକାର ହେଉଥିବା ମହିଳାଙ୍କ କ୍ଷେତ୍ରରେ ଆଇରନର ପରିମାଣ କମ ହେତୁ ଏହା ଅଧିକ ହୋଇଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ ପାଳଙ୍ଗ , ବିନ୍ସ , ଡ଼ାଲି , ବ୍ରାଉନ ରାଇସ , ଗହମ , ଡ଼୍ରାଏ ଫ୍ରୁଟସକୁ ସାମିଲ କରନ୍ତୁ ।

ଭିଟାମିନ ସି: ଶରୀରରେ ଭିଟାମିନ ସିର ମାତ୍ରା କମ ହେଉଥିବାରୁ ଆଖି ତଳେ କଳା ଦାଗ ପଡିବା ସହ ତ୍ୱଚା ମଧ୍ୟ କଳା ପଡ଼ିଯାଇଥାଏ । ଏହାକୁ ଠିକ କରିବାକୁ ନିଜ ଖାଦ୍ୟରେ ଲେମ୍ବୁ , ଆଳୁ , ଟମାଟୋ ପାଳଙ୍ଗ ଓ ଫୁଲକୋବି ଖାଆନ୍ତୁ ।

ଭିଟାମିନ ଏ: ଭିଟାମିନ ଏ ଏକ ଆଣ୍ଟିଅକ୍ସିଡ଼େଣ୍ଟଓ ଭଳି କାର‌୍ୟ୍ୟ କରିଥାଏ । ଶରୀରରେ ଭିଟାମିନ ଏ ର ପରିମାଣ କମ ହେଲେ ଆଖି ତଳେ କଳା ଦାଗ ହୋଇଥାଏ । ଏହା ଆଣ୍ଟି ଏଜିଙ୍ଗ ଏଜେଣ୍ଟ ଭଳି ମଧ୍ୟ କାର‌୍ୟ୍ୟ କରେ । ତେଣୁ ଖାଦ୍ୟରେ ଲହୁଣୀ , ଅମୃତଭଣ୍ଡା , ତରଭୁଜ , ଆମ୍ବ ଆଦି ଖାଦ୍ୟକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ।

ଭିଟାମିନ କେ : ଏହି ଭିଟାମିନ କେର କାର‌୍ୟ୍ୟ ହେଉଛି କଳାଦାଗକୁ ଠିକ କରିବା । ଶରୀରରେ ଭିଟାମିନ କେ ପରିମାଣ କମ ହେଲେ କଳା ଦାଗ ଧିରେ ଧିରେ ବଢିବାକୁ ଲାଗେ । ପାଳଙ୍ଗ, ଫୁଲକୋବି ,ପତ୍ରକୋବି,ବ୍ରୋକଲି , ମାଛ , ମାଂସ ଆଦି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

ଭିଟାମିନ ଇ: ଶରୀରରେ ଭିଟାମିନ ଇ ର ମାତ୍ରା କମ ହେଲେ ତ୍ୱଚାରେ ସତେଜତା ରୁହେ ନାହିଁ । ଏହା କଳା ଦାଗର ମଧ୍ୟ ମୂଳ କାରଣ ହୋଇଥାଏ । ପାଳଙ୍ଗ, ବ୍ରୋକଲି , ବାଦାମ ,ସୂର‌୍ୟ୍ୟମୁଖୀ ତେଲ ଆଦି ଖଶି ଭିଟାମିନ ଇ ର ମାତ୍ରାକୁ ଠିକ କରିବା ଦରକାର ।ଆମ୍ବ ଆଦି ଖାଦ୍ୟକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ ।

ଭିଟାମିନ କେ : ଏହି ଭିଟାମିନ କେର କାର‌୍ୟ୍ୟ ହେଉଛି କଳାଦାଗକୁ ଠିକ କରିବା । ଶରୀରରେ ଭିଟାମିନ କେ ପରିମାଣ କମ ହେଲେ କଳା ଦାଗ ଧିରେ ଧିରେ ବଢିବାକୁ ଲାଗେ । ପାଳଙ୍ଗ, ଫୁଲକୋବି ,ପତ୍ରକୋବି,ବ୍ରୋକଲି , ମାଛ , ମାଂସ ଆଦି ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

ଭିଟାମିନ ଇ: ଶରୀରରେ ଭିଟାମିନ ଇ ର ମାତ୍ରା କମ ହେଲେ ତ୍ୱଚାରେ ସତେଜତା ରୁହେ ନାହିଁ । ଏହା କଳା ଦାଗର ମଧ୍ୟ ମୂଳ କାରଣ ହୋଇଥାଏ । ପାଳଙ୍ଗ, ବ୍ରୋକଲି , ବାଦାମ ,ସୂର‌୍ୟ୍ୟମୁଖୀ ତେଲ ଆଦି ଖଶି ଭିଟାମିନ ଇ ର ମାତ୍ରାକୁ ଠିକ କରିବା ଦରକାର

Spread the love