ପାଟି ଦୁର୍ଗନ୍ଧ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ସୁନ୍ଦର ସୁସ୍ଥ ଶରୀର ସମସ୍ତେ ଚାହାନ୍ତି । ଏହା ସହ ଶରୀର ଦୁର୍ଗନ୍ଧ କଲେ ସମସଙ୍କୁ ପାଖରେ ବସିବାକୁ ଖରାପ ଲାଗିଥାଏ । ଖାସ୍ କରି ପାଟି ଦୁର୍ଗନ୍ଧ କରେ । କାହା ସହ କଥା ହେବାକୁ ଖରାପ ଲାଗିଥାଏ । ଏଥିରୁ କିଭଳି ମୁକ୍ତି ପାଇବା ଆସନ୍ତୁ ଜାଣିବା:

-ପାନମଧୁରୀ ଓ ମିଶିରି ମିଶାଇ ଖାଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ମିଶିରି ଖାଇବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ଦୂର ହୋଇଥାଏ ।

-ଗୋଟେ ଗ୍ଲାସ ପାଣିରେ ମିଣିରି ମିଶାଇ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୁଏ ।

-ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇଲେ ଭଲ ।

-ବାହାରକୁ ଯିବା ସମୟରେ ପାଟିରେ ଲବଙ୍ଗ ଜାକନ୍ତୁ । ପାଟି ଦୁର୍ଗନ୍ଧ ଦୂର ହୁଏ ।

-ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରି ଦିଅନ୍ତୁ ।

Spread the love