ସ୍ୱାମୀ ଓ ସ୍ତ୍ରୀ ମଧ୍ୟରୁ କାହାର ଆଗ ମୃତ୍ୟ ହେବ ଏବଂ ଏହା କେମିତି ଜାଣିବେ ?

ସମାଜରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମାନେ ଦିନେ ନା ଦିନେ ନିଶ୍ଚିତ ଭାବରେ ମୃତ୍ୟୁ ବରଣ କରିଥାନ୍ତି । କିନ୍ତୁ ଆଉ କେତେକ ବ୍ୟକ୍ତି ମାନେ ଥାନ୍ତି , ଯେଉଁମାନେ ନିଜର ମୃତ୍ୟୁ ବିଷୟରେ ଜାଣିବା ପାଇଁ ଆଗ୍ରହୀ ପ୍ରକାଶ କରିଥାନ୍ତି । ପତି ପତ୍ନୀ ମଧ୍ୟରେ ମଧ୍ୟ ଆଗ କାହାର ମୃତ୍ୟୁ ହେବା ସେ ନେଇ ମଧ୍ୟ ଝଗଡା କରିଥାନ୍ତି । କାରଣ ଉଭୟଙ୍କ ମଧ୍ୟ ପ୍ରଚୁର ଭଲ ପାଇବା ଥାଏ , ପରସ୍ପରକୁ ଛାଡିବା ପାଇଁ ଚାହିଁନଥାନ୍ତି । କିନ୍ତୁ ବିଧିର ବିଧାନ ଜଣକୁ ନା ଜଣକୁ ଆଗ ଯିବା ପାଇଁ ପଡିଥାଏ , ସେହି ସମୟ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ । ତଥାପି ସେମାନେ ପରିସ୍ଥିତିକୁ ନେଇ ଚାଲିବା ଶିଖିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ଉପାୟ ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣି ପାରିବେ କାହାର ଆଗ ମୃତ୍ୟୁ ହେବ । ପିତିର ନା ପତ୍ନୀଙ୍କର , ତେବେ ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ । ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରୁ କାହାରା ଆଗ ମୃତ୍ୟୁ ହେବ ଜାଣିବା ପାଇଁ ହେଲେ ଦୁହିଁଙ୍କର ନାମର ମୋଟ ଅକ୍ଷର ସଂଖ୍ୟାକୁ ଦୁଇଗୁଣ ରଖିବ । ପୁନଶ୍ଚ ଦୁହିଁଙ୍କର ନାମାକ୍ଷରରେ ଥିବା ମାତ୍ରା ବା ଫଳା ସଂଖ୍ୟାକୁ 4 ଗୁଣ କରି ପୂର୍ବକ୍ତ ଦୁହିଁଙ୍କର ନାମାକ୍ଷର ସଂଖ୍ୟା ଅନ୍ୟ ସାଙ୍ଗରେ ମିଶାଇ 3 ଦ୍ୱାରା ହରଣ କରିବ । ଅବଶିଷ୍ଟ ଏକ ବା ଶୂନ୍ୟ ରହିଲେ ଅଗ୍ରେ ପତିର ମୃତ୍ୟୁ ହେବ ନଚେତ୍ 2 ରହିଲେ ଅଗ୍ରେ ପତ୍ନୀର ମୃତ୍ୟୁ ହେବ ବୋଲି ଜାଣିବାକୁ ହେବ ।

ଉଦାହରଣ ସ୍ୱରୂପ – ପତିର ନାମ ଭଗବାନ ଅକ୍ଷର ସଂଖ୍ୟା – 4 ପତ୍ନୀର ନାମ ଚାନ୍ଦ ଅକ୍ଷର ସଂଖ୍ୟା – 2 ମୋଟ ସଂଖ୍ୟା – 6

6 +6 = 12

ପତିର ନାମ ମଧ୍ୟରେ କେବଳ ‘ବା ‘ ଥିବାରୁ ମାତ୍ରା ସଂଖ୍ୟା – 1 ପତ୍ନୀର ନାମ ମଧ୍ୟରେ କେବଳ ‘ ଚା ‘ ଥିବାରୁ ମାତ୍ରା ସଂଖ୍ୟା – 1

ମୋଟ ସଂଖ୍ୟା – 2 2 4 = 8

ଉଭୟ ଅକ୍ଷର ଦ୍ୱିଗୁଣ 12 + 8 = 20 / 3 = ଲବଧ୍ 2 ଅବଶିଷ୍ଟ ।

ଏହି ହରଣ ପ୍ରିକ୍ରିୟାରୁ ବୁଝାଗଲା ଅବଶିଷ୍ଟ 2 ରହିବାରୁ ଆଗରେ ପତ୍ନୀ ବା ଚାନ୍ଦ ର ମୃତ୍ୟୁ ହେବ । ହରଣ କରିବା ପରେ ଆବଶିଷ୍ଟ ଶୂନ ରହେ ତେବେ ପତି ର ମୃତ୍ୟୁ ହେବ ଏବଂ ହରଣ ରେ ଅବଶିଷ୍ଟ 2 ରହିବ ତାହେଲେ ପତ୍ନୀର ମୃତ୍ୟୁ ପ୍ରଥମେ ହେବ । ଏହି ଉପାୟ ଅବଲମ୍ୱନ କରି ଆପଣ ମାନେ କାହାର ପ୍ରଥମେ ମୃତ୍ୟୁ ହେବ ତାହା ଭଲ ଭାବେ ଜାଣି ପାରିବେ ।ଏହି ହରଣ ପ୍ରିକ୍ରିୟାରୁ ବୁଝାଗଲା ଅବଶିଷ୍ଟ 2 ରହିବାରୁ ଆଗରେ ପତ୍ନୀ ବା ଚାନ୍ଦ ର ମୃତ୍ୟୁ ହେବ । ହରଣ କରିବା ପରେ ଆବଶିଷ୍ଟ ଶୂନ ରହେ ତେବେ ପତି ର ମୃତ୍ୟୁ ହେବ ଏବଂ ହରଣ ରେ ଅବଶିଷ୍ଟ 2 ରହିବ ତାହେଲେ ପତ୍ନୀର ମୃତ୍ୟୁ ପ୍ରଥମେ ହେବ ।

Spread the love