ଆଜି ମାଟ୍ରିକ ରେଜଲ୍ଟ ତାରିଖ ହେବ ଘୋଷଣା

ଆଜି ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା ହେବ । ୬ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିବା ନେଇ ଚର୍ଚ୍ଚା । ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ଉପରେ ନଜର । ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ନେଇ ସମସ୍ତ ପ୍ରସ୍ତୁତି ଶେଷ । ପରୀକ୍ଷା ଫଳ ତାରିଖ ନେଇ ଆଜି ନିଷ୍ପତ୍ତି ନିଆଯିବ । ଆଜି ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ୬ ତାରିଖ ଦିନ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇପାରେ । ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବୋର୍ଡ ସଭାପତି, ସମ୍ପାଦକ ଓ କଣ୍ଟ୍ରୋଲର ଆଜିର ବୈଠକରେ ଯୋଗଦେବେ ।

Spread the love