73ତମ ବନ ମହୋତ୍ସବ ପାଳନ

ଭଦ୍ରକ: ଓଡିଶା ବ୍ରିଗେଡ ସୈନିକ ସ୍କୁଲ ଏବଂ ସବୁଜ ଭାରତ 73ତମ ବନ ମହୋତ୍ସବ ପାଳନ କରାଯାଇଛି. ଏହି ଅବସରରେ ସବୁଜ ଭାରତ ର ସଭାପତି ସତ୍ୟବ୍ରତ ଜେନା ଉପସ୍ଥିତ ଥିଲେ ଏବଂ ବିଦ୍ୟାଳୟ ର ଅଧ୍ୟକ୍ଷl ଇତିଶ୍ରୀ ସାମଲ ପିଲାମାନଙ୍କୁ ଗଛ ଲଗେଇଵା କଥା କହିବା ସହ ଏହାର ସୁଫଳ କଥା ଆଲୋଚନା କରିଥଲେ. ଏବଂ ପରିବେଶ ସୁରକ୍ଷା ରେ ଗଛ ର ଭୁମିକା ସମଙ୍କରେ ମଧ୍ୟ୍ୟ ପିଲାମାନଙ୍କୁ କହିଥିଲେ.ତତ ସହିତ ପ୍ରତେକ ପିଲାମାଙ୍କୁ ଗୋଟିଏ ଗୋଟିଏ ଗଛ ଲଗେଇବାକୁ ଶିକ୍ଷକ ରାଜେନ୍ଦ୍ର ଶତପଥୀ ପରାମର୍ଶ ଦେଇଥିଲେ. ଏହି ସଭାରେ ଶିକ୍ଷକ ମଦନ ମୋହନ ଘଡ଼ାଇ, ଅଞ୍ଜଳି ସ୍ୱାଇଁ, ରୋଜାଲିନ ଦିକିତ, ମଧୁସ୍ମିତା ପଣ୍ଡା, ଶୁଚିସ୍ମିତା ପରିଡା ଏବଂ ବିଦ୍ୟାଳୟ ର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ. ପରିଶେଷରେ ଶିକ୍ଷକ ରାଜେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ.ଓ ପରେ ପରେ ଶିକ୍ଷକ ଙ୍କ ସହାୟତା ରେ ପିଲାମାନେ ଗଛ ଲଗେଇଥଲେ.

Spread the love