ବିଏମ୍‌ସିର ଆଜି ବସିବ ଦ୍ୱିତୀୟ କର୍ପୋରେସନ ବୈଠକ

ଭୁବନେଶ୍ୱର  :  ଭୁବନେଶ୍ୱର ମହାନଗର ନିଗମର (ବିଏମ୍‌ସି)ରେ ଆଜି କର୍ପୋରେସନ ବୈଠକ ବସିବ। ନୂତନ କର୍ପୋରେଟର ଏବଂ ମେୟର ନିର୍ବାଚିତ ହେବାପରେ ଏହା ତାଙ୍କର ଦ୍ୱିତୀୟ କର୍ପୋରେସନ ବୈଠକ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏଜେଣ୍ଡା ପ୍ରସ୍ତୁତ ହୋଇଯାଇଛି। ତେବେ ବୈଠକରେ ପରିମଳ ବ୍ୟବସ୍ଥାର ଘରୋଇକରଣ ଏବଂ ବିଭିନ୍ନ ଦିଗକୁ ନେଇ ପ୍ରସ୍ତୁତ ହୋଇଥିବା ଏଜେଣ୍ଡା ଉପରେ ଉପରେ ଆଲୋଚନା ହୋଇପାରେ।

Spread the love