ଗୁହାଳ ଯୋଜନାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜେଇ

ଭିଜିଲାନ୍ସ ଜାଲରେ ଜେଇ । ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଗଞ୍ଜାମ ବେଗୁନିଆପଡ଼ା ଜେଇ ସୁଧାଂଶୁ ଶେଖର ମଲ୍ଲିକ । ମୋ ଗୁହାଳ ଯୋଜନାରେ ହିତାଧିକାରୀଙ୍କଠାରୁ ଏହି ଲାଞ୍ଚ ନେଉଥିଲେ । ଗୋରୁ ଗୁହାଳ ସହାୟତା ଟଙ୍କା ମଞ୍ଜୁର କରିବାକୁ ଦାବି କରିଥିଲେ ଏହି ଟଙ୍କା । ଲାଞ୍ଚ ଘଟଣାରେ ଟ୍ରାପ୍‌ ହେବା ପରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ ।

Spread the love