ଧାମନଗର ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଧାମନଗର ବିଧାନସଭା ଆସନ ଖାଲି ନେଇ ବିଜ୍ଞପ୍ତି । ଧାମନଗର ଆସନ ଖାଲି ନେଇ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନ କମିଶନଙ୍କୁ ବିଧାନସଭା ପକ୍ଷରୁ କରାଗଲା ଅବଗତ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଜଣାଗଲା । ଧାମନଗର ଆସନ ନେଇ ବାଚସ୍ପତିଙ୍କ ଘୋଷଣା । ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ନେଇ ବିଧିବଦ୍ଧ ଘୋଷଣା । ଧାମନଗର ବିଧାନସଭା ଆସନରୁ ବିଷ୍ଣୁ ସେଠୀ ପ୍ରତିନିଧିତ୍ୱ କରୁଥିଲେ । ଗତ ୧୯ରେ ଭୁବନେଶ୍ୱର ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ବିଧାନସଭାରେ ଏକ ଆସନ ଖାଲି ପଡ଼ିଛି ।

Spread the love