୨୦୨୩-୨୪ ବଜେଟ୍ : ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ହେଲା ମହଙ୍ଗା ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ଏବେ ଠାରୁ ଶସ୍ତା ଏବଂ ମହଙ୍ଗା କ’ଣ ହେଲା ?
ଶସ୍ତା କ’ଣ?
- ସ୍ୱଦେଶୀମୋବାଇଲ
ଇଲେକ୍ଟ୍ରିଯାନ
କ୍ୟାମେରାଲେନ୍ସ
ଖେଳଣା
ସାଇକେଲ
ମହଙ୍ଗା କ’ଣ ?
ସ୍ୱଦେଶୀ କିଚେନ ଚିମିନୀ
ସୁନା
ରୁପା
ପ୍ଲାଟିନମ୍
ଇମ୍ପୋଟେଡ୍ ଡୋର