Skip to content
Thursday, September 10, 2026
Latest:
  • ଶୋକରୁ ଜୀବନର ଆଶା: ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଅଙ୍ଗଦାନର ମହାନ ନିଷ୍ପତି
  • ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
  • ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଟାଇଟିଲ ଘୋଷଣା
  • ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ
  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଫାଇନାନ୍ସ କମ୍ପାନୀଠୁ ଲୁଟିଲେ ୪୦ ଲକ୍ଷ, ଧରା ପଡ଼ିଗଲେ ଯୁବକ

February 18, 2023February 18, 2023 Satya 40-lakhs-was-looted-from-the-finance-company-by-opening-a-fake-account-news, state

ଫେକ୍ ଆକାଉଣ୍ଟ ଖୋଲି ଫାଇନାନ୍ସ କମ୍ପାନୀଠୁ ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧିଲା ନୟାଗଡ଼ ପୁଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ଡେ଼ଲାଙ୍ଗ ଥାନା ଟୋଲାପଡା ଗାଁର ପ୍ରବୀର କୁମାର ସେନାପତି। ସୂଚନା ଅନୁସାରେ, ପ୍ରବୀର ସୁର୍ଯ୍ୟଉଦୟ ଫାଇନାନ୍ସ କମ୍ପାନୀ ନୟାଗଡ ଶାଖାରେ କାମ କରୁଥିଲେ। ତେବେ କିଛି ମାସ ପୂର୍ବେ ସେ ଚାକରି ଛାଡ଼ି ଦେଇଥିଲେ। ହେଲେ ଫାଇନାନ୍ସ କମ୍ପାନୀର ଆକାଉଣ୍ଟ ଖୋଲିବାର ପାସୱାର୍ଡ ଓ ଆକ୍ସେସ ତାଙ୍କ ପାଖରେ ଥିଲା। ପ୍ରବୀର ଏହାର ଫାଇଦା ଉଠାଇଥିଲେ। ଏହି ପାସୱାର୍ଡ ଓ ଆକ୍ସେସକୁ ବ୍ୟବହାର କରି ଫାଇନାନ୍ସ କମ୍ପାନିର ୮ଟି ଫେକ୍ ଆକାଉଣ୍ଟ ତିଆରି କରି ୪୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ l ପରେ ଉକ୍ତ ୪୦ ଲକ୍ଷକୁ ତାଙ୍କ ନୟାଗଡ଼ ଆକ୍ସସି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

Post Views: 216
Spread the love
  • ← ଭାରତରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ୧୨ ଚିତା
  • ଦୀପ ନିଆଁ ଲାଗି ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି →

Recent Posts

  • ଶୋକରୁ ଜୀବନର ଆଶା: ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଅଙ୍ଗଦାନର ମହାନ ନିଷ୍ପତି September 9, 2026
  • ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ September 9, 2026
  • ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜଙ୍ଖ” ର ଟାଇଟିଲ ଘୋଷଣା September 9, 2026
  • ଆବୁଧାବିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାର ୟୁଏଇ ନିବେଶ ଅଭିଯାନ ଆରମ୍ଭ September 9, 2026
  • ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ September 7, 2026

Calendar

September 2026
M T W T F S S
 123456
78910111213
14151617181920
21222324252627
282930  
« Aug    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.