Skip to content
Friday, April 24, 2026
Latest:
  • ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ
  • ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ହଜାରେ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ଚୋରା ସାମଗ୍ରୀ ସହ ବିପୁଳ ପରିମାଣର ନଗଦ ଟଙ୍କା ଜବତ
  • ଭାରତକୁ ନର୍କ କହି ଅଡୁଆରେ ଟ୍ରମ୍ପ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା, ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ରୋଲ୍
  • ଆମେରିକା-ଇରାନ ଶାନ୍ତି ଆଲୋଚନା ପୂର୍ବରୁ ସ୍ଥାଣୁ ହେଲା ଜନଜୀବନ, ସଙ୍କଟରେ ପାକିସ୍ତାନ ଅର୍ଥନୀତି
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଗ୍ଲାମର 

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ : ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ଖାରଜ

March 22, 2023 Satya entertainment, orissa-high-court-rejects-varshas-plea-to-refrain-anubhav-from-social-media-posts

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା । ଗତବର୍ଷ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନରଖିବାକୁ କୋର୍ଟଙ୍କ ପକ୍ଷରୁ ତାଗିଦ କରାଯାଇଥିଲା ।

ସେହିଭଳି କୌଣସି ଭିଡ଼ିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ କୋର୍ଟ ତାଗିଦ୍ କରିଥିଲେ । ହେଲେ ପୁଣିଥରେ ଅନୁଭବ ବର୍ଷାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ଷା ତାଙ୍କ ଜୀବନରୁ ଚାଲିଯିବାକୁ ପୋଷ୍ଟ କରି ଅନୁରୋଧ କରିବା ସହ ତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ଅନୁରୋଧ କରି ପୋଷ୍ଟ କରିଥିଲେ ଅନୁଭବ ।

Post Views: 2,614
Spread the love
  • ← ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ
  • ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇ ୬ଗିରଫ →

ADVT

Recent Posts

  • ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ April 23, 2026
  • ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ April 23, 2026
  • ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ହଜାରେ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ଚୋରା ସାମଗ୍ରୀ ସହ ବିପୁଳ ପରିମାଣର ନଗଦ ଟଙ୍କା ଜବତ April 23, 2026
  • ଭାରତକୁ ନର୍କ କହି ଅଡୁଆରେ ଟ୍ରମ୍ପ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା, ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ରୋଲ୍ April 23, 2026
  • ଆମେରିକା-ଇରାନ ଶାନ୍ତି ଆଲୋଚନା ପୂର୍ବରୁ ସ୍ଥାଣୁ ହେଲା ଜନଜୀବନ, ସଙ୍କଟରେ ପାକିସ୍ତାନ ଅର୍ଥନୀତି April 23, 2026

Calendar

April 2026
M T W T F S S
 12345
6789101112
13141516171819
20212223242526
27282930  
« Mar    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.