Skip to content
Friday, October 30, 2026
Latest:
  • ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ
  • ଲ୍ୟାଣ୍ଡଫଲ୍ ପୂର୍ବରୁ ମହାକାଶରୁ କଏଦ ହେଲା ବାତ୍ୟା ‘ଅର୍ଣ୍ଣବ’ର ଚିତ୍ର
  • ଗଞ୍ଜାମରେ ଭୟଙ୍କର ବନ୍ୟା ପଛରେ ୭ କାରଣ, ଆଗୁଆ ଆକଳନରେ କେଉଁଠି ରହିଲା ଭୂଲ?
  • ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ‘ମୁରାସୁ’ ନାମକରଣ ସମ୍ଭାବନା
  • ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେବେ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ଗ୍ଲାମର 

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ : ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ଖାରଜ

March 22, 2023 Satya entertainment, orissa-high-court-rejects-varshas-plea-to-refrain-anubhav-from-social-media-posts

ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ । ବର୍ଷାଙ୍କୁ ଲାଗିଲା ଅଦାଲତି ଝଟକା । ବର୍ଷାଙ୍କ ରିଟ୍ ଆବେଦନକୁ ହାଇକୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ବିରୋଧ କରି ଏହି ମାମଲା ଦାୟର ହୋଇଥିଲା । ଗତବର୍ଷ ଅନୁଭବ ଓ ବର୍ଷାଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନରଖିବାକୁ କୋର୍ଟଙ୍କ ପକ୍ଷରୁ ତାଗିଦ କରାଯାଇଥିଲା ।

ସେହିଭଳି କୌଣସି ଭିଡ଼ିଓ ପୋଷ୍ଟ ନକରିବାକୁ ମଧ୍ୟ ଅନୁଭବଙ୍କୁ କୋର୍ଟ ତାଗିଦ୍ କରିଥିଲେ । ହେଲେ ପୁଣିଥରେ ଅନୁଭବ ବର୍ଷାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ଷା ତାଙ୍କ ଜୀବନରୁ ଚାଲିଯିବାକୁ ପୋଷ୍ଟ କରି ଅନୁରୋଧ କରିବା ସହ ତାଙ୍କ ପରିବାରକୁ ଶାନ୍ତିରେ ରହିବାକୁ ଦିଅନ୍ତୁ ବୋଲି ଅନୁରୋଧ କରି ପୋଷ୍ଟ କରିଥିଲେ ଅନୁଭବ ।

Post Views: 2,632
Spread the love
  • ← ଆସିଲା ଡିଜେ ଆଜେକ୍ସଙ୍କର ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ
  • ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର ଲଗାଇ ୬ଗିରଫ →

ADVT

Recent Posts

  • ତପ୍ତପାଣି ଘାଟିରେ ଭୟଙ୍କର ଭୂସ୍ଖଳନ! ଧୋଇଗଲା ୩୨୬ ନମ୍ବର ଜାତୀୟ ରାଜପଥ October 30, 2026
  • ଲ୍ୟାଣ୍ଡଫଲ୍ ପୂର୍ବରୁ ମହାକାଶରୁ କଏଦ ହେଲା ବାତ୍ୟା ‘ଅର୍ଣ୍ଣବ’ର ଚିତ୍ର October 30, 2026
  • ଗଞ୍ଜାମରେ ଭୟଙ୍କର ବନ୍ୟା ପଛରେ ୭ କାରଣ, ଆଗୁଆ ଆକଳନରେ କେଉଁଠି ରହିଲା ଭୂଲ? October 30, 2026
  • ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ‘ମୁରାସୁ’ ନାମକରଣ ସମ୍ଭାବନା October 30, 2026
  • ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେବେ October 29, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.