Skip to content
Monday, June 22, 2026
Latest:
  • ଭିଡ଼ ହିଂସା ଘଟଣା ପରେ କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ, ୨୩ ଜଣ ଗିରଫ
  • ଲଗାଣ ବର୍ଷାରେ ଭିଜିଲା ଟ୍ବିନସିଟି, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା
  • ଡିଲ ବେଳେ ମହାବଳ ବାଘ ଛାଲ ଜବତ, ୩ ଗିରଫ
  • ପୁରୀରେ ଯୋଗଗୁରୁ ବାବା ରାମଦେବ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ
  • ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଛତ୍ରପୁର ବିଧାୟକଙ୍କ ନାମରେ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ

June 9, 2023June 9, 2023 Satya fake-account-of-chhatrapur-mla, state

ଛତ୍ରପୁର: ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ କୌଣସି ଅସାଧୁ ବ୍ୟକ୍ତି ହଇଜାକ କରିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ଫଟୋ ଲଗାଇ ଫେକ ଆକାଉଣ୍ଟ କରି ଜନସାଧାରଣଙ୍କୁ ବିଭ୍ରାନ୍ତିକର ସ୍ଥିତି ସୃଷ୍ଟି କରି ବିଧାୟକ ଶ୍ରୀ ବେହେରାଙ୍କୁ ବଦନାମ କରିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଚମାଖଣ୍ଡି ଥାନାରେ ଏକ ଅଭିଯୋଗ କରିଛନ୍ତି।
ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ବିଧାୟକଙ୍କୁ ନିର୍ବାଚନମଣ୍ଡଳୀରେ ଏଭଳି ଫେକ ଆକାଉଣ୍ଟ କରି ବଦନାମ କରିବା କିଛି ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ଅନୁମାନ କରାଯାଉଛି। ଏଣୁ ଏହାର ପ୍ରକୃତରେ କିଏ ସେହି ବ୍ୟକ୍ତି ଏବଂ କାହାରି ପ୍ରରୋଚନାରେ ଫେକ ଆକାଉଣ୍ଟ କରି ମୁ ଟଙ୍କା ମାଗିବା ଭଳି ମୋର କର୍ମୀ ତଥା ମୋର ଶୁଭଚିନ୍ତକମାନଙ୍କଠାରୁ ଅର୍ଥ ଲୁଟିବାକୁ ଲାଗିଛି। ଫଳରେ ମୋତେ ବଦନାମ କରିବାକୁ ଏହା ଏକ ହୀନ ଚକ୍ରାନ୍ତ ବୋଲି ବିଧାୟକ କହିଛନ୍ତି।

Post Views: 344
Spread the love
  • ← କୋଟି କୋଟି ଟଙ୍କାର ଜିଏସଟି ଫାଙ୍କି ଅଭିଯୋଗ: ପରିବହନ ସଂସ୍ଥାରେ ଚଢ଼ାଉ
  • ଇଣ୍ଟର କଣ୍ଟିନେଣ୍ଟାଲ କପ ୨୦୨୩: ବିଜୟ ସହ ଭାରତର ଅଭିଯାନ ଆରମ୍ଭ →

ADVT

Recent Posts

  • ଭିଡ଼ ହିଂସା ଘଟଣା ପରେ କଲ୍ୟାଣସିଂହପୁରରେ ପୋଲିସର ଫ୍ଲାଗ ମାର୍ଚ୍ଚ, ୨୩ ଜଣ ଗିରଫ June 22, 2026
  • ଲଗାଣ ବର୍ଷାରେ ଭିଜିଲା ଟ୍ବିନସିଟି, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା June 22, 2026
  • ଡିଲ ବେଳେ ମହାବଳ ବାଘ ଛାଲ ଜବତ, ୩ ଗିରଫ June 22, 2026
  • ପୁରୀରେ ଯୋଗଗୁରୁ ବାବା ରାମଦେବ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ June 22, 2026
  • ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ସହାୟତା ପାଇଁ ୩ ବରିଷ୍ଠ ଅଧିକାରୀଙ୍କ ତାମିଲନାଡୁ ଗସ୍ତ June 21, 2026

Calendar

June 2026
M T W T F S S
1234567
891011121314
15161718192021
22232425262728
2930  
« May    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.