Skip to content
Sunday, July 26, 2026
Latest:
  • ଆହୁରି ଶକ୍ତ ହେଲା ‘ଡବଲଇଞ୍ଜିନ’: କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜେପିରେ ଯୋଗଦାନ
  • ଏସ୍‌ବିଆଇ ଗ୍ରାମ ସେବା ପ୍ରକଳ୍ପ, ରାୟଗଡା ଅନ୍ତର୍ଗତ ପନିପରିବା ଚାଷର ପ୍ୟାକେଜ୍ ଅଫ୍ ପ୍ରାକ୍ଟିସ (PoP) ଉପରେ କୃଷକମାନଙ୍କ ପାଇଁ ପ୍ରଶିକ୍ଷଣ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର
  • ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା
  • ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ, ପ୍ରତ୍ନତତ୍ତ୍ୱ ବିଭାଗ ଆଜି ହାଇକୋର୍ଟଙ୍କୁ ଅବଗତ କରିଛି

August 7, 2023 Satya repair-of-shreemandir-ratna-bhandar-an-urgent-need-asi-submitted-affidavit-in-odisha-high-court, state

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଆଜି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ୨୦୧୮ ମସିହାରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଆଜି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରିବା ସହିତ ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା। କାନ୍ଥ ମଝିରେ ଫାଟ ଥିବାରୁ ରତ୍ନଭଣ୍ଡାର ସଂରକ୍ଷଣର ନିହାତି ଆବଶ୍ୟକତା ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ହାଇକୋର୍ଟ ଏହି ମାମଲାରେ କଣ ନିର୍ଦ୍ଦେଶ ଦେଉଛନ୍ତି, ତାକୁ ଅପେକ୍ଷା ରହିଛି।

Post Views: 384
Spread the love
  • ← ବଢିଲା ମଧୁବାବୁ ପେନସନ୍ ଯୋଜନା କଳେବର, ସାମିଲ ହେଲେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀ
  • ଦିଲ୍ଲୀ ‘ଏମ୍‌ସ୍‌’ରେ ଅଗ୍ନିକାଣ୍ଡ; ସମସ୍ତ ରୋଗୀ ନିରାପଦରେ ସ୍ଥାନାନ୍ତରିତ →

ADVT

Recent Posts

  • ଆହୁରି ଶକ୍ତ ହେଲା ‘ଡବଲଇଞ୍ଜିନ’: କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସମେତ ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିଜେପିରେ ଯୋଗଦାନ July 25, 2026
  • ଏସ୍‌ବିଆଇ ଗ୍ରାମ ସେବା ପ୍ରକଳ୍ପ, ରାୟଗଡା ଅନ୍ତର୍ଗତ ପନିପରିବା ଚାଷର ପ୍ୟାକେଜ୍ ଅଫ୍ ପ୍ରାକ୍ଟିସ (PoP) ଉପରେ କୃଷକମାନଙ୍କ ପାଇଁ ପ୍ରଶିକ୍ଷଣ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ July 25, 2026
  • ସମ୍ ଅଲ୍‌ଟିମେଟ୍ ମେଡିକେୟାରରେ ଜଟିଳ ପ୍ରକ୍ରିୟା : ୧୦ ମାସର ଶିଶୁର ଜୀବନ ବଂଚାଇଲେ ଡାକ୍ତର July 25, 2026
  • ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା July 25, 2026
  • ଯୁବ ମାନସିକତା ଓ ଦୃଢ଼ ମନା ଯୁବ ସମାଜ ବିଷୟବସ୍ତୁକୁ ନେଇ ସୋଆରେ କର୍ମଶାଳା July 25, 2026

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031  
« Jun    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.