ରାତିରେ ଶୋଇବା ପୂର୍ବରୁ ପ୍ରଥମେ ଗୁଡ ଖାଇ ପିଅନ୍ତୁ ଗରମ ପାଣି , ଜଡରୁ ଶେଷ ହୋଇଯିବ ଏହି ତିନୋଟି ରୋଗ !!

ଏହି ଦୁନିଆଁରେ ନାନା ପ୍ରକାରର ଲୋକ ରହିଥାନ୍ତି , ଏମାନଙ୍କ ମଧ୍ୟରୁ କିଛି ଲୋକେ ଲୁଣିଆ ଖାଇବାକୁ ପସନ୍ଦ କରନ୍ତି , ତୋ ଆଉ କିଛି ମିଠା ଖାଇବା , ମିଠା ଖାଇବା କଥା କହିଲେ ତେବେ ଲୋକେ ଚିନିର ବଦଳରେ ଲୋକେ ଗୁଡରେ ତିଆରି ଜିନିଷ ସବୁବେଳେ ଖାଇବାକୁ ପସନ୍ଦ କରନ୍ତି , ଏହାର ଖାସିୟତ ଏହାକି ଏହା ମିଠା ହୋଇଥାଏ କିନ୍ତୁ ଡାଇବେଟିଜ୍ ପରି ରୋଗର ଆଶଙ୍କା କମ୍ ହୋଇଥାଏ , ଯେଉଁ ଲୋକଙ୍କୁ ମିଠା ଖାଇବା ମନା କରାଯାଇଛି , ସେ ଗୁଡର ସେବନ କରିପାରିବେ , ଗୁଡର ଭିତର ସ୍ତର ଗରମ ହୋଇଥାଏ , ଏଥିପାଇଁ ଶୀତଦିନରେ ଲୋକେ ଏହାକୁ ଚାହା ଓ କ୍ଷୀରକୁ ଅଧିକା ପ୍ରାଧ୍ୟାନ୍ୟ ଦେଇଥାନ୍ତି । ଏହା ପେଟ ସଫା ରଖିଥାଏ ଓ ଅନେକ ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ , ସେମିତି ଯଦି ଗୁଡ ଖାଇବା ପରେ ଗରମ ପାଣି ପିଇଲେ ଏହାର ଫାଇଦା ଦୁଇ ଗୁଣା ବଢିଯାଏ , ଆଜି ଆମେ ଆପଣଙ୍କୁ ଗୁଡ ଖାଇ ସାରିବା ପରେ ଗରମ ପାଣି ପିଇଲେ କଣ ଫାଇଦା ହୋଇଥାଏ ସେହି ବିଷୟରେ ଆଲୋଚନା କରିବୁ ।

ଆପଣଙ୍କୁ ସୁଚେଇ ଦେବୁ କି ଆୟୁର୍ବେଦିକ ଗ୍ରନ୍ଥରେ ଗୁଡକୁ ଏକ ରୋଗନାଶକ ତତ୍ତ୍ୱ ବୋଲି ମାନିଛୁ , ଏହା ଶରୀରରେ ଏସିଡ୍ କୁ କମ୍ କରିଥାଏ , ଓ ଛାତିରେ ଜଳା ପୋଡାକୁ କମ୍ କରିଥାଏ , ଏହାର ନିୟମିତ ରୁପରେ ସେବନ କଲେ ଆମର ସ୍ୱାସ୍ଥ୍ୟ ଭଲ ରହିଥାଏ , ଓ ତାହା ସହ ପାଚନ ତନ୍ତ୍ର ବି ମଜବୁତ ରହିଥାଏ , ସେଥିପାଇଁ ଗୁଡ ସହ ଗରମ ପାଣିକୁ ଅମୃତ ସମାନ ବୋଲି ମାନିଛେ , ଆପଣ ଯଦି ରାତିରେ ଶୋଇବା ପୁର୍ବରୁ ପ୍ରଥମେ ଗୁଡ ଖାଆନ୍ତି ଓ ତାପରେ ଗରମ ପାଣି ପିଅନ୍ତି , ତେବେ ଏହା ନା କେବଳ ଭଲ ନିଦ ଆସିଥାଏ ବରଂ ଆପଣଙ୍କ ମଧ୍ୟରେ ଥିବା ତିନୋଟି ରୋଗରୁ ମୁକ୍ତି ଦେବାରେ ସାହାଯ୍ୟ କରେ ।

ଆୟୁର୍ବେଦିକ ବିଶେଷଜ୍ଞ ଡାଃ ରାଜୀବ ଦୀକ୍ଷିତଙ୍କ ଅନୁସାରେ ଶୀତ ଦିନରେ ଗୁଡର ସେବନ କଲେ ଓ ତାପରେ ଗରମ ପାଣି ପିଇଲେ ଆମ ଶରୀର ପାଇଁ ଏହା ଅମୃତ ସମାନ ହୋଇଥାଏ, କାରଣ ଏହିଥିରେ ମିନେରାଲ୍ସ, ଓ ଆଣ୍ଟି ଅକ୍ସିଡେଣ୍ଟ ମହଜୁତ ଥାଏ , ଯାହା ରୋଗ ଗୁଡିକ ଶେଷ କରିବା ପାଇଁ ରୋଗ ନିରୋଧକ ଭାବେ କାମ କରିଥାଏ , ଯଦି ଆପଣଙ୍କୁ ଥଣ୍ତା ଓ ନାକ ବନ୍ଦ ହୋଇଯାଇଛି ତେବେ ଚିନ୍ତିତ ଅଛନ୍ତି , ଏହା ଆପଣଙ୍କ ପାଇଁ ଏକ ଉତ୍ତମ ଉପାୟ ହୋଇପାରେ , ଏହାକୁ ଆପଣାଇ ଆପଣ କିଛି ସମୟ ମଧ୍ୟରେ ଆଶ୍ୱସ୍ତି ପ୍ରାପ୍ତି କରିବେ ।

ଅନେକଥର ଆମେ ବଜାରରୁ ଅଧିକା ମସଲା ଯୁକ୍ତ ଖାଦ୍ୟକୁ ସେବନ କରିଲେ ଏହା ଗ୍ୟାସଟିକ୍ ର ରୂପ ନେଇଯାଏ , ଏହି ସବୁ ସିଧା ପ୍ରଭାବ ଆମର ପାଚନ ପ୍ରଣାଳୀ ଉପରେ ପଡିଥାଏ , ଯାହା ଦ୍ୱାରା ପେଟରେ ଗ୍ୟାସ କିମ୍ବା କବ୍ଜ ସମସ୍ୟା ରହିଥାଏ , କିନ୍ତୁ ଯଦି ଆପଣ ଏହି ସମସ୍ୟାରୁ ଚିନ୍ତିତ ଅଛନ୍ତି , ତେବେ ପ୍ରଥମେ ଗୁଡ ଖାଇନିଅନ୍ତୁ ଓ ଗରମ ପାଣିର ସେବନ କରନ୍ତି , ଆପଣଙ୍କ ପେଟ ସଫା ହୋଇଯିବ , ଓ ପାଚନ କ୍ରିୟା ନିୟନ୍ତ୍ରିତ ହୋଇଯିବ , ଆପଣ ଚାହିଁଲେ ବି ଏହାକୁ ଶୋଇବା ପୂର୍ବରୁ ରାତିରେ ଗରମ ପାଣିର ସହ ସେବନ କରିପାରିବେ , ଏମିତି କରିଲେ କିଛି ଦିନ ମଧ୍ୟରେ ଆପଣଙ୍କ ଗ୍ୟାସ ଓ ପେଟ ସହ ଯୋଡି ହୋଇଥିବା ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।

ସବୁଦିନ ରାତିରେ ଶୋଇବା ପୁର୍ବରୁ ଗୁଡ ସହ ଗରମ ପାଣିର ସେବନ କଲେ ତ୍ୱଚା ସଂବନ୍ଧିତ ଅନେକ ଫାଇଦା ମିଳିଥାଏ , ଏଥିରେ ନା କେବଳ ଚେହେରାକୁ ଉଜ୍ଜଳ କରିଥାଏ , ବରଂ ତ୍ୱଚା ସଂବନ୍ଧିତ ରୋଗକୁ ଜଡରୁ ଶେଷ କରିଦେଇଥାଏ , ଗୁଡରେ ତ୍ୱଚାରେ ଥିବା ଟକ୍ସିନ୍ କୁ ବାହାରକୁ ବାହାର୍ କରିଦିଏ ଯାହା ଦ୍ୱାରା ଚେହେରାରେ ଚମକ ଆସିଥାଏ , ଓ ଚର୍ମ ରୋଗ ଦୂର ହୋଇଯାଏ ।

Spread the love