ଦେଖିବା ଲୋକ ଭୟ କରିବ…

ଗଂଜାମ ଜିଲ୍ଲା ଶେରଗଡ ବ୍ଳକର ଗୋଠଗାଁ ଗ୍ରାମରେ ପ୍ରଭାକର ପ୍ରଧାନଙ୍କ ଘର । ପରିବାର କହିଲେ ଦୁଇ ପୁଅକୁ ନେଇ ସୁନା ସଂସାର । ହେଲେ ସାନ ପୁଅ ଜନ୍ମ ପରେ ସାରା ପରିବାରରେ ଦେଖାଦେଇଥିଲା ଖୁସିର ସଂଚାର । ଯାହାର ନାମ ମଧ୍ୟ ପରିବାର ଲୋକେ ଖୁସିରେ ଦେଇଥିଲେ ଜଗନ୍ନାଥ ଅଥବା ଜଗା । ହେଲେ କିନ୍ତୁ ସେହି ଜଗାକୁ ନେଇ ପରିବାର ଏବେ ଦେଖାଦେଇଛି ଦୁଃଖର ବାଦଲ । କାରଣ ସେ ଜନ୍ମ ପରଠାରୁ ଅଜଣା ଭୟାନକ ରୋଗରେ ଛଟପଟ ହେଉଥିବା ଦେହସାରା ଜଳି ପୋଡିଗଲା ଭଳି ହୋଇଛି । ଏତେ ସେ ବିବର୍ନ୍ନ ହୋଇଯାଇଛି ଯେ ଦେଖିବା ଲୋକ ଭୟ କରିବ ।

Spread the love