Skip to content
Wednesday, August 5, 2026
Latest:
  • ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ
  • ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ
  • ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର
  • ଚିଲିକାରେ ପ୍ରବେଶ କଲା ପ୍ରଥମ ବନ୍ୟାଜଳ, କମୁଛି ଜଳବନ୍ଦୀଙ୍କ ଚିନ୍ତା
  • ଛେଳି ଚୋରକୁ ନିର୍ଦ୍ଧୁମ ମାଡ଼
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ

November 23, 2023 Satya Odia-actor-sritam-das-injured-during-shooting, state

ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅନେକ ଫିଲ୍ମର ନାୟକ ଏବଂ ବିଭିନ୍ନ ସିନେମାରେ ଚରିତ୍ର ଅଭିନେତା ଭାବେ ବେଶ୍‌ ନାଁ କମେଇଥିବା ଶ୍ରୀତମଙ୍କର ଆଘାତ କେତେ ଗୁରୁତର ତାହା ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ ।

Post Views: 313
Spread the love
  • ← ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ
  • ତୃତୀୟ ଦିନ ଗୃହ ଆରମ୍ଭରୁ ବିରୋଧୀଙ୍କ ଜୋରଦାର ହଙ୍ଗାମା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି →

ADVT

Recent Posts

  • ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ August 5, 2026
  • ଆଇଟିଇଆରରେ ୧୦ ଦିନିଆ ଏନ୍‌‌ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ August 4, 2026
  • ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର August 4, 2026
  • ଚିଲିକାରେ ପ୍ରବେଶ କଲା ପ୍ରଥମ ବନ୍ୟାଜଳ, କମୁଛି ଜଳବନ୍ଦୀଙ୍କ ଚିନ୍ତା August 4, 2026
  • ଛେଳି ଚୋରକୁ ନିର୍ଦ୍ଧୁମ ମାଡ଼ August 4, 2026

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Jul    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.