Skip to content
Tuesday, October 27, 2026
Latest:
  • ବାତ୍ୟା ସତ୍ତ୍ୱେ ଚାଲିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା, ୫ ଜିଲ୍ଲାରେ ଖାତା ଦେଖା ସ୍ଥଗିତ
  • ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
  • ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା
  • UMI 2026: ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର
  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ସୁଟିଂ ବେଳେ ଅଭିନେତା ଶ୍ରୀତମ ଦାସ ଆହତ

November 23, 2023 Satya Odia-actor-sritam-das-injured-during-shooting, state

ଫିଲ୍ମ ସୁଟିଂ ବେଳେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ନୂଆ ଫିଲ୍ମ ’ନବକଳେବର’ର କଟକ ଜିଲ୍ଲା ବାଙ୍କୀ ଠାରେ ସୁଟିଂ ଚାଲିଥିଲା । ଏହି ସମୟରେ ଶ୍ରୀତମ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଅନେକ ଫିଲ୍ମର ନାୟକ ଏବଂ ବିଭିନ୍ନ ସିନେମାରେ ଚରିତ୍ର ଅଭିନେତା ଭାବେ ବେଶ୍‌ ନାଁ କମେଇଥିବା ଶ୍ରୀତମଙ୍କର ଆଘାତ କେତେ ଗୁରୁତର ତାହା ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ ।

Post Views: 316
Spread the love
  • ← ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଜବାବ ରଖିଲା ପତଞ୍ଜଳୀ । ଅଭିଯୋଗକୁ ଖଣ୍ଡନ କଲେ ଯୋଗଗୁରୁ ବାବା ରାମଦେବ
  • ତୃତୀୟ ଦିନ ଗୃହ ଆରମ୍ଭରୁ ବିରୋଧୀଙ୍କ ଜୋରଦାର ହଙ୍ଗାମା, ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି →

ADVT

Recent Posts

  • ବାତ୍ୟା ସତ୍ତ୍ୱେ ଚାଲିବ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା, ୫ ଜିଲ୍ଲାରେ ଖାତା ଦେଖା ସ୍ଥଗିତ October 26, 2026
  • ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ October 26, 2026
  • ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା October 26, 2026
  • UMI 2026: ମହିଳାଙ୍କ ବଢ଼ୁଥିବା ଭାଗିଦାରୀ ଓ ସଶକ୍ତୀକରଣର ଏକ ନୂଆ ଚିତ୍ର October 26, 2026
  • ସୋଆ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ ପକ୍ଷରୁ ନବାଗତ ଫାର୍ମାସି ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଓରିଏଂଟେସନ୍ କାର୍ଯ୍ୟକ୍ରମ October 24, 2026

Calendar

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.