କୋରାପୁଟ: କିଛି ମାସର ବ୍ୟବଧାନ ପରେ କୋରାପୁଟ ଜିଲ୍ଲାରେ ପୁଣି ଥରେ ଡଙ୍ଗାବୁଡ଼ି ଘଟଣା ଦେଖିବାକୁ ମିଳିଛି। ପାତାଳୀ ନଦୀରେ ଡଙ୍ଗା ବୁଡ଼ିବାରୁ ୨ ଜଣ ନାବାଳିକାଙ୍କ ସମେତ ମୋଟ ୫ ଜଣ ନିଖୋଜ ଅଛନ୍ତି। ସେମାନେ ହେଲେ ଲାଲମଣି ଶିଶା(୨୩), ଶଶୀରେଖା ଆର୍ଲାବ (୨୪), ନବୀନା ଆର୍ଲାବ୍(୨୫), ପୁଷ୍ପାଞ୍ଜଳି ଆରଲାବ(୧୪) ଓ ଶାନ୍ତି ସିଶା(୧୩)।
Post Views: 649